ସୋରଡା : ଗଂଜାମ ଜିଲ୍ଲା ସୋରଡା ଥାନା ଇଲାକାର ୫୯ନ ଜାତୀୟ ରାଜପଥ ପାଟପଲ୍ଲୀ ଛକ ନିକରେ ଗତକାଲି ମଧ୍ୟର୍ଣ ସମୟ ୧ .୩୦ ସମୟରେ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ଦାରିଙ୍ଗବାଡିର ପଟୁଗତ ଆସୁଥିବା ଏକ ଧଳାରଂଗର ଇଣ୍ଡିଗୋ (ଇ.ସି.ଏସ.) ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର-ଓଡ଼ି-୧୫-ସି-୭୪୪୪ ଗାଡିକୁ ଯାଞ୍ଚ କରିବା ସମୟରେ ସେଥିରୁ ୨ଟି ପ୍ଲାଷ୍ଟିକ ବସ୍ତାରେ ଚୋରରେ ବିକ୍ରୀ ପାଇଁ ନେଉଥିବା ଗଞ୍ଜାଇର ଠାବ ମିଳିଥିଲା। ଉକ୍ତ ବେଳେ ସୋରଡା ଥାନାର କାର୍ଯ୍ୟରତ ଏସ.ଆଇ.ଶ୍ରୀ କେ.ସିଏଚ. ସାହୁଙ୍କ ସମେତ ଥାନାର ଅନ୍ୟକର୍ମଚାରି ମାନେ ମଧ୍ୟ ଏହି ଯାଂଚରେ ସହଯୋଗ କରିଥିଲେ। ଉକ୍ତଗାଡିସହ ଚାରୀଜଣ ଚାଲାଣ କାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୪ଟି vivo, realme, opop,Infinex ଏଭଳି ଅନ୍ୟାନ୍ୟ କମ୍ପାନିର ଫୋନକୁ ମଧ୍ୟ ଜବତ କରାଯାଇଛି।
୪ ଆସାମୀ ମାନେ ହେଲେ ୧. ଦିଲ୍ଲୀପ କୁମାର ପ୍ରଧାନ (୩୦ବୟସ) ପି- ପଞ୍ଚା ପ୍ରଧାନ, ଗ୍ରାମ କାଳିଲମ୍ବା ଥାନା -ଫିରିଙ୍ଗିଆ ଜିଲ୍ଲା- କନ୍ଧମାଳ,୨.ରାମଚନ୍ଦ୍ର ଲେଙ୍କା(୧୩ ବୟସ) ପି- ପ୍ରଭାକର ଲେଙ୍କା ଗ୍ରାମ-ସିଙ୍କୁଲା,ଥାନା-ପୁରୁଷ ତମପୁର,ଜିଲ୍ଲା-ଗଂଜାମ ୩. ପିଣ୍ଟୁ ପ୍ରଧାନ(୨୯ବୟସ) (ଗାଡି ଚାଳକ)ପି-ଋଷି ପ୍ରଧାନ,ଗ୍ରାମ-ଗୁରୁପଡା,ଥାନା-ଫିରିଙ୍ଗିଆ, ଜିଲ୍ଲା-କନ୍ଧମାଳ,୪.ସଂଜୀବ ନାୟକ (୩୫ବୟସ) ପି- ଖଗେଶ୍ୱର ନାୟକ ଗ୍ରାମ-କଳିଆଲମ୍ବା ଥାନା-ଫିରିଙ୍ଗିଆ,ଜିଲ୍ଲା-କନ୍ଧମାଳ, ଉକ୍ତ ଆସାମୀମାନଙ୍କ ବିରୁଦ୍ଧରେ ଭାରତୀ ପିଙ୍ଗଳ କୋଡ଼ ଧାରାରେ ମକଦ୍ଦମା ନ୨୧୭/୨୦୨୩ ଚୋରା ଗଞ୍ଜାଇ ଚାଲାଣ ଧାରାରେ ଗିରଫ କରି ସ୍ଥାନୀୟ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ନିକଟରେ ଉପସ୍ଥିତରେ ସମସ୍ତ ସୂଚନା ସୋରଡା ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ଗଣମଧ୍ୟ କୁ ପ୍ରଦାନ କରି
କରିଥିଲେ।
ରିପୋର୍ଟ- ଜଗନ୍ନାଥ ସାହୁ