ପବିତ୍ର ଜନ୍ମାଷ୍ଟମୀରେ କରନ୍ତୁ ଏହି 5 ଟି ଉପାୟ, ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ସବୁ ମନୋକାମନା ହେବ ପୂର୍ଣ୍ଣ, ଚମକି ଉଠିବ ଭାଗ୍ୟ
ବନ୍ଧୁଗଣ, କୃଷ୍ଣ ଜନ୍ମାଷ୍ଟମୀର ପାବନ ପର୍ବ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ସମଗ୍ର ଭାରତ ବର୍ଷରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମଦିବସକୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ । ଜନ୍ମାଷ୍ଟମୀ ର ରାତ୍ରି କୁ ମୋହ ରାତ୍ରି ବୋଲି କୁହାଯାଇଥାଏ । ଜନ୍ମାଷ୍ଟମୀ ରାତ୍ରିକୁ ବିଶେଷ ମହତ୍ଵପୂର୍ଣ୍ଣ ମାନାଯାଇଥାଏ । ମାନ୍ୟତା ରହଚି ଯେ ଏହି ରାତ୍ରିରେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ଦୃଷ୍ଟି ଯାହା ଉପରେ ପଡିଥାଏ, ତାହାର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ପୁରାଣ ତଥା ଶାସ୍ତ୍ର ଅନୁଯାୟୀ ଶ୍ରୀ କୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ମାତା ଲକ୍ଷ୍ମୀଙ୍କ ସ୍ଵୋରୂପ ଅଟନ୍ତି । ଏଥିପାଇଁ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିବସ ଅବସରରେ ଯଦି ତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଏହି ଉପାୟ ମାନ ପାଳନ କରାଯାଏ ତେବେ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ଉପାୟ ମାନ କଣ ଅଟେ ?

୧;- ଜନ୍ମାଷ୍ଟମୀ ଦିନ ପ୍ରାତରେ ସ୍ନାନ ସାରି ଭଗବାନ ଶ୍ରୀ କୃଷ୍ଣଙ୍କ ମନ୍ଦିରକୁ ଯାଇ ଭଗବାନଙ୍କୁ ହଳଦୀଆ ରଙ୍ଗର ଫୁଲମାଳ, ଫଳ, ତଥା ଭୋଗ ଅର୍ପଣ କରନ୍ତୁ । ଏହିପରି କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ।
୨;- ଜନ୍ମାଷ୍ଟମୀ ଦିନ ଶ୍ରୀ କୃଷ୍ଣଙ୍କ ପାଖରେ ସାବୁଦନା ର କ୍ଷୀରୀ, ଧଳା ରଙ୍ଗର ମିଷ୍ଟାନ, ଅଥବା ଚାଉଳର କ୍ଷୀରୀର ଭୋଗ ଲଗାନ୍ତୁ । ଏବଂ ଏହି କ୍ଷୀରୀରେ ଆପଣ ଚିନୀ ବଦଳରେ ମିଶିରିର ପ୍ରୟୋଗ କରନ୍ତୁ । ଏବଂ ଏଥିରେ ଆପଣ ତୁଳସୀ ପତ୍ର ପକାନ୍ତୁ । ଏପରି କରିବା ଦ୍ଵାରା ଭଗବାନ ଶ୍ରୀ କୃଷ୍ଣଙ୍କ କୃପାରୁ ଧନ ତଥା ଐସ୍ଵର୍ଜ୍ୟ ପ୍ରାପ୍ତି ହୋଇଥାଏ ।

୩;- ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜନ୍ମାଷ୍ଟମୀ ଦିନ ଜଳ ଭର୍ତି କରି ଭଗବାନ ଶ୍ରୀ କୃଷ୍ଣ ଙ୍କ ଅଭିଷେକ କରନ୍ତୁ । ଏବଂ ସାମର୍ଥ୍ୟ ଅନୁଯାୟୀ ଆପଣ ପଞ୍ଚାବୃତ୍ତରେ ମଧ୍ୟ ଅଭିଷେକ କରି ପାରିବେ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତ ଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ।
୪;- ଜୀବନ ସାଥି ପାଇବା ନିମନ୍ତେ ଅଥବା ପ୍ରେମରେ ସଫଳ ହେବା ନିମନ୍ତେ ଭଗବାନ ଶ୍ରୀ କୃଷ୍ଣଙ୍କ ମନ୍ଦିରକୁ ଯାଇ ହଳଦୀଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା ସହିତ ହଳଦୀଆ ରଙ୍ଗର ମିଠା, ମହୁ ତଥା ଗୁଜୁରାତି ଅର୍ପଣ କରନ୍ତୁ ।

୩;- ଦକ୍ଷିଣାବର୍ତ୍ତୀ ଶଙ୍ଖ ରେ ଜନ୍ମାଷ୍ଟମୀ ଦିନ ଜଳ ଭର୍ତି କରି ଭଗବାନ ଶ୍ରୀ କୃଷ୍ଣଙ୍କ ଅଭିଷେକ କରନ୍ତୁ । ଏବଂ ସାମର୍ଥ୍ୟ ଅନୁଯାୟୀ ଆପଣ ପଞ୍ଚାବୃତ୍ତରେ ମଧ୍ୟ ଅଭିଷେକ କରି ପାରିବେ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ।
୪;- ଜୀବନ ସାଥି ପାଇବା ନିମନ୍ତେ ଅଥବା ପ୍ରେମରେ ସଫଳ ହେବା ନିମନ୍ତେ ଭଗବାନ ଶ୍ରୀ କୃଷ୍ଣଙ୍କ ମନ୍ଦିରକୁ ଯାଇ ହଳଦୀଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା ସହିତ ହଳଦୀଆ ରଙ୍ଗର ମିଠା, ମହୁ ତଥା ଗୁଜୁରାତି ଅର୍ପଣ କରନ୍ତୁ ।