ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ଏବେ ବି ପରିଚୟ ଖୋଜୁଛି 28 ମୃତଦେହ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ତିନି ମାସ ପୁରିସାରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହୋଇପାରିନାହିଁ ।  ଭୁବନେଶ୍ୱରସ୍ଥିତ ଏମ୍ସରେ ଏବେ ବି ପରିଚୟ ଅପେକ୍ଷାରେ ରହିଛି 28 ମୃତଦେହ ।  | ସୂଚନା ଦେଲେ ଭୁବନେଶ୍ୱର ଏମସ ସୁପରିଟେଣ୍ଡେଣ୍ଟ | ମୋଟ ୮୧ଟି ମୃତ ଦେହ ଥିଲା , ଦାବିଦାର ଥିଲେ ୧୧୦ ଜଣ | ଡିଏନଏ ସାମ୍ପଲ ଟେଷ୍ଟରୁ ୫୩ ଜଣଙ୍କ ମ୍ୟାଚ କଲା | ମ୍ୟାଚ ହୋଉନଥିବା ୨୮ ମୃତ ଦେହ ଏମସ ରେ ସଂରକ୍ଷିତ ରହିଛି | ଗତ ୧୦ ଦିନ ଭିତରେ କୌଣସି ମୃତକଙ୍କ ଦାବିଦାର ଆସିନାହାନ୍ତି | ଦାବିଦାର ନଥିବା ମୃତକ ଙ୍କର କଣ କରାଯିବ , ନିଷ୍ପତି କୁ ଅପେକ୍ଷା | ରେଳ ମନ୍ତ୍ରାଳୟ , ସିବିଆଇ, ରାଜ୍ୟ ସରକାରଙ୍କ ନିଷ୍ପତି କୁ ଅପେକ୍ଷା |