ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ଏ. ଏସ.ଆଇ. ସୁଦୀପ୍ତ କୁମାର ଦସ

ବାଲୁଗାଁ, 07/09:ବାଲୁଗାଁ ଅବକାରୀ ବିଭାଗ ର A.S.I. ସୁଦୀପ୍ତ କୁମାର ଦାସ ଙ୍କ ଆୟବହିର୍ଭୁତ ସମ୍ପତି ଠୁଳ ମାମଲା ରେ ଭିଜିଲାନ୍ସ ରେଡ କରିଛି ! ପୂର୍ବରୁ ASI ଦାସ ଙ୍କ ବିରୁଦ୍ଧରେ ବହୁତ ସଂଗୀନ ଅଭିଯୋଗ ହେଇଥିଲା ! ବାଲୁଗାଁ ରେ ରହିଥିବା ଭଡା ଘର, ଅଫିସ ,ନିଜ ଘର ନୟାଗଡ,ପୈତୃକ ଘର ସମେତ ଏକ ସମୟରେ ଚାରୋଟି ଜାଗା ରେ ଛାନ୍ ଭିନ୍ ଚାଲିଥିବା ସମୟରେ ବର୍ତମାନ ବାଲୁଗାଁ ଭଡା ଘରେ ଓ ବାଲୁଗାଁ ଅବକାରୀ ବିଭାଗ ଅଫିସ ରେଡ ଚାଲିଛି l ସର୍ବ ମୋଟ ଚାରୋଟି ଜଗାରେ ଯାଞ୍ଚ କରୁଥିବl ବେଳେ, ବାଲୁଗାଁ ରେ ପାଞ୍ଚ ଜଣିଆ ଭଜିଲାନ୍ସ ଦଳରେ D.S.P. ସୋମନାଥ ବାରିକ, ଓ ଇନ୍ସପେକ୍ଟର ଜେ. ଆର ମହାପାତ୍ର ଭିଜିଲାନ୍ସ ସ୍ପେସିଆଲ ଜର୍ଜ ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ସର୍ବମୋଟ 4ଜଣ DSP ଏବଂ ଇନ୍ସପେକ୍ଟର ତଦନ୍ତ ଜାରି ରଖିଛନ୍ତି l

ସୁଦୀପ୍ତ ଙ୍କୁ ବାଲୁଗାଁ ଭଡା ଘର ବାସଭବନ ସହିତ ଅଫିସ ରେ ଛାନଭିନ୍ ଚାଲିଛି lପୂର୍ବରୁ ସୁଦୀପ୍ତ ଙ୍କ ନାମରେ ବହୁବାର ଅଭିଯୋଗ ହେଉଥିବା ନଜରକୁ ଆସୁଥିବା ଜଣାପଡିଛି l 2006ରେ କନେଷ୍ଟ ବଳ ରୂପେ ନିଯୁକ୍ତ ହୋଇଥିବା ବେଳେ 2019ରୁ ପଦୋନ୍ନୋତି ହୋଇ ASI ରୂପେ ଥିଲେ l ଏହାପରେ ବାଲୁଗାଁ ରେ ତିନି ବର୍ଷ ଅବକାରୀ ଭିଭାଗ ରେ କାର୍ଯ୍ୟରତ ଥିଲେ l