ମଙ୍ଗଳବାର ହେଉଛି ପ୍ରଭୁ ହନୁମାନଙ୍କ ପ୍ରିୟ ବାର । ଏହି ଦିନ ପ୍ରଭୁ ହନୁମାନଙ୍କ ପୂଜା ପାଠ କରିବା ଦ୍ଵାରା ହନୁମାନ ମନ୍ଦିରକୁ ଯାଇ ଭଗବାନ ହନୁମାନାଙ୍କ ଦର୍ଶନ କରିବା ଉଚିତ । ଶନିବାର ଦିନ ମଧ୍ୟ ହନୁମାନଙ୍କ ଉପାସନା କରିବା ସର୍ବୋତ୍ତ ମାନାଯାଏ । କିନ୍ତୁ ମଙ୍ଗଳବାର ଦିନ କିଛି ଏମିତି କାମ କରିବା ଉଚିତ ନୁହେଁ ଯାହା ଦ୍ଵାରା ସର୍ବନାଶ ଘଟିଥାଏ । ଏମିତି କିଛି ଭୁଲ କରିବା ଉଚିତ ନୁହେ ମଙ୍ଗଳବାର ଦିନ ଯାହା ଦ୍ଵାରା ପ୍ରଭୁ ହନୁମାନ ରୁଷ୍ଟ ହୋଇଥାନ୍ତି ।

ଯାହା ଫଳରେ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ଆସିଥାଏ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାମ କରିଲେ ବିପଦ ଆସିଥାଏ ।
୧- ମଙ୍ଗଳବାର ଦିନ ଭୁଲରେ ବି ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ସନ୍ତାନ ଅକ୍ଷମ ଜନ୍ମ ହୋଇଥାଏ । ଏହା ସହ ପ୍ରଭୁ ହନୁମାନଙ୍କ କୁଦୃଷ୍ଟି ପାଇଥାଏ ।
୨- ମଙ୍ଗଳବର ଦିନ ଭୁଲରେ ବି କ୍ଷୀର ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ କ୍ଷୀର ଚନ୍ଦ୍ରମାର କାରକ ମାନାଯାଏ । ଚନ୍ଦ୍ରମା ଓ ମଙ୍ଗଳ ପରସ୍ପର ବିରୋଧୀ ଅଟନ୍ତି । ତେଣୁ ଏହି ଦିନ କ୍ଷୀର ରେ ତିଆରି ହୋଇଥିବା ଖାଦ୍ୟ ଖାଇବା ଉଚିତ ।
୩- ମଙ୍ଗଳବାର ଦିନ ଶନିବାର ଭଳି ଲୁହା ଜିନିଷ କିଣିବା ଉଚିତ । ଏହି ଦିନ ଧାରୁଆ ଛୁରୀ, କଇଁଚି ବା ନେଲକଟର ଘରକୁ ଆଣିବା ଉଚିତ ନୁହେଁ । ଏହା ସହ ନଖ, କେଶ କାଟିବା ଉଚିତ ନୁହେଁ ।

୪- ମଙ୍ଗଳବାର ଦିନ ନାରୀମାନେ ଶ୍ରୀଙ୍ଗାର ଜିନିଷ କିଣିବା ଉଚିତ ନୁହେଁ । ସୋମବାର ବା ଶୁକ୍ରବାର ଦିନ ଶ୍ରୀଙ୍ଗାର ଜିନିଷ କିଣି ହେବ । ମଙ୍ଗଳବାର ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ । କିନ୍ତୁ ନାଲି କପଡା ପିନ୍ଧିଲେ ମଙ୍ଗଳ ଦୋଷର ପ୍ରଭାବ କମ ହୋଇଥାଏ ।
୫- ହନୁମାନଙ୍କ କ୍ରୋଧ ର ସାମନା ସେହିମାନେ କରିଥାନ୍ତି ଯେଉଁ ମାନେ ମଙ୍ଗଳବାର ଦିନ ମାସ ମଦ ସେବନ କରିଥାନ୍ତି । ଏଭଳି ଲୋକଙ୍କ ଜୀବନରେ ଅନେକ ସମସ୍ଯା ଆସିଥାଏ । ତେଣୁ ଭୂଲରେ ବି ମଙ୍ଗଳବାର ଦିନ ମାଂସ ମଦ ସେବନ କରିବା ଅନୁଚିତ । ମଙ୍ଗଳବାର ଦିନ ପ୍ରଭୁ ହନୁମାଣଙ୍କ ଏକ ବିଶେଷ ପୂଜା ବା ମନ୍ତ୍ର ଜପ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ମନ୍ତ୍ର ଜପ କରିବା ବେଳେ ଏକାନ୍ତରେ ବସିବା ଉଚିତ । ଏହି ମନ୍ତ୍ର ବ୍ରହ୍ମ ମୁହୁର୍ତ୍ତରେ ଜପ କରିବା ଦ୍ଵାରା ଭଲ ପ୍ରଭାବ ପଡିଥାଏ ।

ସେହି ମନ୍ତ୍ରଟି ହେଉଛି ଓମ ନମୋ ହନୁମନ୍ତେରୁଦ୍ରାୟ ତାରୟ ଭକ୍ତ ଜଣ ମନହା କଳ୍ପଦରୁମାୟା ଦୁଷ୍ଟ ମନୋରଥ ତମ୍ବାଣାୟ ପ୍ରଭଞ୍ଜନ ପ୍ରାଣପ୍ରିୟାୟ ମହାବଳ ପରାକ୍ରମୟ ମହା ବିପତ୍ତି ନିବାରଣୟ ପୂତରୁ ପୋତ୍ର ଧନଧାନାୟ ବିବଦ୍ଧ ସମ୍ପଦ ପ୍ରଦାନାୟ ରାମଦୂତ ସ୍ଵାହା । ଏହି ମନ୍ତ୍ରକୁ ୩ ଥର ଜପ କରିବା ପରେ ଜୟ ଶ୍ରୀ ରାମ କହିବା ଦ୍ଵାରା ସବୁ ସମସ୍ୟାର ନିବାରଣ ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ