ମାତ୍ର 5 ମିନିଟ ରେ ମଶା-ମାଛି-ମୂଷା-ଅସରପା ସବୁ ଘରୁ ପଳେଇବେ, କେବଳ କରନ୍ତୁ ଏହି ଦେଶୀ ଉପାୟ

ନମସ୍କାର ବନ୍ଧୁଗଣ ତେବେ ମଶା, ମାଛି, ମୂଷା, ଅସରପା ଘରୁ ଆସୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ଏହି ଘୋରଇ ସାମଗ୍ରୀ ଦ୍ୱାରା ମଶା, ମାଛି, ମୂଷା, ଅସରପା କୁ ଘରୁ ବାହାର କରିବେ । ତେବେ ଆସନ୍ତୁ ଜାଣିନେବା ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତି ନିଶ୍ଚୟ ଜାଣି ପାରିବେ । ତେବେ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତେଜପତ୍ର । ଯାହା ଆମେ ଖାଦ୍ୟରେ ବ୍ୟବହାର କରୁ । ତେଜପତ୍ର ବହୁତ ଫ୍ଲେବରଫୁଲ ହୋଇଥାଏ ।

ଦ୍ବିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି କର୍ପୂର । ପୂଜାରେ ବ୍ୟବହାର ହେଉଥିବା କର୍ପୂର ଏଠି ଆବଶ୍ୟକତା ପଡିବ । ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ନିମ୍ବ ତେଲ । ନିମ୍ବ ତେଲ ଆପଣ ଘରେ ତିଆରି କରିପାରିବେ । ଆପଣଙ୍କୁ କୌଣସି ପୁଟୁଳି ବଣିଆ ଦୋକାନରୁ ମିଳିଯିବ । ପ୍ରଥମେ ଆପଣ କର୍ପୂରକୁ ଗୁଣ୍ଡ କରିଦିଅନ୍ତୁ । ଏବେ ଏହି ଗୁଣ୍ଡକୁ ତେଲରେ ମିକ୍ସ କରନ୍ତୁ । ଏବେ ଆପଣ ୩ ରୁ ୪ଟି ତେଜପତ୍ର ନିଅନ୍ତୁ ଏବେ ଆପଣ କୌଣସି ଏକ ପାତ୍ର ନିଅନ୍ତୁ ଯାହା ଆପଣ ପ୍ରତିଦିନ ବ୍ୟବହାର କରିପାରିବେ ।

ସେମିତି ଏକ ପାତ୍ରରେ ତେଜପତ୍ର ଛୋଟ ଛୋଟ ପିସ୍ କରି ଛିଡେଇ ପକେଇ ଦିଅନ୍ତୁ । ତାପରେ କର୍ପୂର ତେଲ ଯେଉଁ ଆପଣ ବନେଇଥିଲେ ତାହା ଆପଣ ଏଥିରେ ପକେଇ ଦିଅନ୍ତୁ । ଏହାକୁ ଭଲଭାବରେ ମିକ୍ସ କରି ଏହାକୁ ଜଳେଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ଲିଭେଇ ଦିଅନ୍ତୁ ଯେମିତି ଏଥରୁ ଧୂଆଁ ବାହାରିବ । ଏହାକୁ କୌଣସି ବନ୍ଦ ଘରେ ଏହାକୁ ରଖି ଦିଅନ୍ତୁ ।

ତେବେ ଏହାକୁ ଯଦି ରୋସେଇ ଘରେ ରଖିବେ ଆଖପାଖରେ ଗୋଟିଏ ବି ମସା ମାଛି ଦେଖା ଯିବେନି । ଯଦି ଆପଣ ଏହାକୁ ଶୋଇବା ଘରେ ନେଇ ରଖିଦେବେ ଏବଂ କିଛି ସମୟ ପାଇଁ କବାଟ ବନ୍ଦ କରିଦେବେ ତେବେ ଦେଖିବେ ରାତିସାରା ଆପଣ ଆରାମରେ ଶୋଇ ପାରିବେ । ଆଖପାଖରେ ଗୋଟିଏ ବି ମସା ଦେଖା ଯିବେନି । ଏହି ଛୋଟ ଉପାୟରେ ଆପଣଙ୍କ ବଡ ଅସୁବିଧା ଶେଷ ହୋଇଯିବ ।

ଏବେ ଜାଣିବା ଦ୍ବିତୀୟ ରେମିଡି ବିଷୟରେ ଯାହା ଆପଣଙ୍କ ଘରୁ ମୂଷା ଘୋଡେଇବ । ଏଥିପାଇଁ ଆପଣଙ୍କୁ ଏକ ବଟଲର ଆବଶ୍ୟକତା ପଡିବ । ଏଥିପାଇଁ ଆପଣ ସ୍ପ୍ରେ ବଟଲ କିମ୍ବା ନରମାଲ୍ ବୋଟଲର ପ୍ରୟୋଗ କରିପାରିବେ । ପ୍ରଥମେ ଆପଣ ସେହି ବୋଟଲରେ ଅଧ ଗାଲ୍ସ ପାଣି ଢାଳନ୍ତୁ । ଏବେ ଏଥିରେ ଛୋଟ ଚାମଚ ଲୁଣ ମିଶେଇ ଦିଅନ୍ତୁ । ତାପରେ ଆପଣ ଏଥରେ ଅଳ୍ପ କର୍ପୂର ଗୁଣ୍ଡ ମିଶେଇ ଦିଅନ୍ତୁ ।

ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଭିନେଗାର୍ । ଏଥିରେ ଆପଣ ୧ ରୁ ୨ଚାମଚ ଡେଟଲ ମିଶେଇ ଦିଅନ୍ତୁ । ଡେଟଲରୁ ବହୁତ ଅଧିକ ସ୍ମେଲ ଆସିଥାଏ । ସମସ୍ତ ଜିନିଷ ମିକ୍ସ କରିଦିଅନ୍ତୁ । ଏବଂ କିଛି ତୁଳା ନିଅନ୍ତି ସେହି ମିକ୍ସ ହୋଇଥିବା ପାଣିରେ ତୁଳାକୁ ବୁଡାଇ ଯେଉଁ ଜାଗାରେ ମୂଷା ଅସରପା ରହୁଛନ୍ତି ସେହି ଜାଗାରେ ରଖି ଦିଅନ୍ତୁ, ଦେଖିବେ ଆପଣଙ୍କ ଘରୁ ମୂଷ ଅସରପା ବାହାର କୁ ପଳେଇ ଯିବେ ।