ଆଜିର ରାଶିଫଳ, 12 ଏପ୍ରିଲ 2024, ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ମେଷ ରାଶି : ଆଜି ଆୟରେ ନିଶ୍ଚିନ୍ତତା ରହିବ । ସ୍ୱାସ୍ଥ୍ୟ ଫିଟ ରହିବ । ବ୍ୟାପାର ଭଲ ଚାଲିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । କାମର ବୋଝ ଅଧିକ ରହିବ । ଦିନ ବ୍ୟାସତା ଭରା ରହିବ । ଆପଣ କୌଣସି କାମ କରିବା ପାଇଁ ବିକଳ୍ପ ଚୟନ କରିବେ । ଆପଣଙ୍କ ଠାରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ମାନସିକ ଚିନ୍ତା ରୁ ରିହାତି ପାଇବେ । ଆପଣଙ୍କୁ କୌଣସି ପ୍ରିୟଜନ ଙ୍କ ଠାରୁ କିଛି ଟଙ୍କା ଯୋଗାଡ କରିବାକୁ ପଡିପାରେ ।

ବୃଷ ରାଶି : ସାମାଜିକ ମିଳାମିଶା ରେ ଦିନ ବ୍ଯତୀତ ହେବ । ଆଜି ଆପଣଙ୍କ ଠାରେ ଆତ୍ମବିଶ୍ଵାସ ର ଅଭାବ ହେବ ନାହିଁ । ବଡ ମାନଙ୍କର ସାହାର୍ଯ୍ୟ ରେ ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ହେବ । ଆପଣଙ୍କ ଅପେକ୍ଷା ଅନୁସାରେ ଜୀବନରେ ଧୀରେ ଧୀରେ ଚେଞ୍ଜ ଆସିବ । ବଡ ପ୍ରଗତି ପ୍ରାପ୍ତ କରିବା ପାଇଁ ଛୋଟ ଛୋଟ ପଦକ୍ଷେପ ନେବାର ଜରୁରତ ଅଛି । ବ୍ୟବସାୟରେ ନୂଆ ଅବସର ମିଳିବ । ସକ୍ରିୟତା ବଜାୟ ରହିବ । ପିଲାଙ୍କ ସଫଳତା କାରଣରୁ ଆଜି ଗର୍ବ ଅନୁଭବ କରିବେ ।

ମିଥୁନ ରାଶି : ଆଜି ବଡ ମାନଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ସରକାରୀ କାମ ସମ୍ଭବ ହୋଇପାରେ । ଆଜି ଆପଣଙ୍କ ପରିବାର ସହ ଜଡିତ କିଛି ଦାୟିତ୍ଵ ମିଳିପାରେ । ଯାହା ଆପଣଙ୍କୁ ଭଲ ଭାବେ ସମ୍ଭାଳିବାକୁ ହେବ । ଯଦି ଲେନଦେନ ସମୟରେ କିଛି ବାଧା ଆସୁଛି ତେବେ ଅନ୍ୟ ମାନଙ୍କର ପରାମର୍ଶ ନେଲେ ବିଭିନ୍ନ ସୂତ୍ର ରୁ ଧନ ମିଳିପାରେ । ସରକାରୀ କାମ କରୁଥିବା ଲୋକଙ୍କ ଠାରୁ ସାହାର୍ଯ୍ୟ ମିଳିବ । ବ୍ୟାପାରିକ କ୍ଷେତ୍ର ରେ କିଛି ମହତ୍ଵ ପୂର୍ଣ୍ଣ ଯୋଜନା ଫଳପ୍ରଦ ହେବ ।

କର୍କଟ ରାଶି : ଆପଣଙ୍କ ଆଲୋଚନା ସଫଳ ହେବ । ଉଧାର ନେବାର ବଞ୍ଚିତ ରୁହନ୍ତୁ । ନୂଆ ବ୍ୟାପାରର ଆରମ୍ଭ କରିବେ । ଆଜି କୌଣସି କଥାକୁ ନେଇ ଆପଣ ଚିନ୍ତାରେ ରହିବେ । ଆପଣ ପରିବାରର କୁ ସମୟ ଦିଅନ୍ତୁ । ବ୍ୟାପାର ସହ ଜଡିତ ଯାତ୍ରା ରେ ଯିବାକୁ ପ୍ଳାନ କରିବେ । ନକେତ ଯାତ୍ରା ଫଳଦାୟକ ରହିବ । ଛାତ୍ର ଙ୍କ ପାଇ ଦିନ ଅନୁକୂଳ ଅଛି । ଭାଇ ଭଉଣୀ ଙ୍କ ସହ ମଉଜ ମସ୍ତି ରେ ସମୟ ବ୍ଯତୀତ ହେବ ।

ସିଂହ ରାଶି : ଆପଣଙ୍କୁ ଭୂମି, ରିୟଲ ଷ୍ଟେଟ ବା ସାଂସ୍କୃତିକ ପରି ଯୋଜନା ଉପରେ ଧ୍ୟାନ ଦେବାର ଜରୁରତ ଅଛି । ଘରୋଇ ସମସ୍ଯା ଦୂର ହେବ । ଯେଉଁ ଲୋକ ସୋସିଆଲ ନେଟୱର୍କ ସହ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଦିନ ଟି ଭଲ ଅଛି । ଆଜି ଆପଣ କୌଣସି ନୂଆ ବ୍ୟାପାର ଆରମ୍ଭ କରିବାରତା ବିଚାର କରିବେ । ଯେଉଁଥି ରେ ପରିବାର ଲୋକଙ୍କ ସହଯୋଗ କରିବେ । ନୂଆ ଦିନ ଆପଣଙ୍କୁ ନୂଆ ଉର୍ଜ ଦେବ । ଆପଣଙ୍କୁ ସମସ୍ୟାର ସମାଧାନର ରାସ୍ତା ମିଳିବ ।

କନ୍ୟା ରାଶି : ଲେନଦେନ ସମୟରେ ସତର୍କ ରୁହନ୍ତୁ । ପୁଞ୍ଜି ନିବେଶରୁ ବଞ୍ଚିତ ରୁହନ୍ତୁ । ଛାତ୍ରଙ୍କ ପାଇଁ ଦିନ ସାମାନ୍ଯ ରହିବ । କଠିନ ପରିଶ୍ରମ ଦ୍ଵାରା ସଫଳତା ମିଳିବ । ଆପଣଙ୍କୁ ଆପଣଙ୍କର ସିନିୟର୍ସଙ୍କ ସହଯୋଗ ମିଳିବ । ସ୍ଥାୟୀ ସମ୍ପତି ର କାର୍ଯ୍ୟ କୌଣସି ବଡ ଲାଭ ଦେଇପାରେ । ଆଜି ଆପଣ ସମ୍ପତି ସହ ଜଡିତ ମାମଲା ଉପରେ ଧ୍ୟାନ ଦେବାକୁ ହେବ । ପାରିବାରିକ ଲୋକଙ୍କୁ ନିଜର ମନ କଥା ଜଣାଇବେ । କାମ କାର୍ଯ୍ୟ ସମ୍ବଧ ରେ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି ।

ତୁଳା ରାଶି : ଧନର ନିବେଶ କରିବା ପାଇଁ ଆଜି ଦିନଟି ଉତ୍ତମ ଅଛି । ଆଜି ଦିନରେ ପୁରୁଣା କଥାକୁ ଭୁଲି ଆଗକୁ ବଢିବାର ଅଛି ଯେଉଁଥିରେ ଆପଣଙ୍କ ସ୍ଵଭାବ ମିଳାମିଶା ରହିପାରେ । ସମ୍ପର୍କରେ କିଛି ଜରୁରୀ ପରିବର୍ତ୍ତନ ଆସିପାରେ । ଶାସନ ସତ୍ତାର ସହଯୋଗ ରହିବ । ଆପଣଙ୍କୁ ପ୍ରେମ ଓ ସନ୍ତାନର ସ୍ଥିତିରେ ସୁଧାର ଆସିବ । ଆଜି ଦିନ ଟି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଭରା ରହିବ । ଲମ୍ବା ସମୟରୁ ଚାଲି ଆସୁଥିବା ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆଜି ଦୂର ହେବ ।

ବିଛା ରାଶି : ଘରର ବାତାବରଣ ଶାନ୍ତ ରଖିବା ପାଇଁ ଆପଣଙ୍କୁ ନିଜର ବ୍ୟବହାରରେ ଚେଞ୍ଜ ଆଣି ବାକୁ ହେବ । ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ । ନିଜର କାମ ବିଶ୍ଵସ୍ତ ଭାବେ କରନ୍ତୁ । ଆପଣଙ୍କୁ କୌଣସି କଥାକୁ ନେଇ ବିଚଳିତ ହେବାର ଜରୁରତ ନାହିଁ । ସନ୍ଧ୍ୟାରେ ଘରୋଇ ସମାନ କ୍ରୟ କରିବା ପାଇଁ ବଜାରକୁ ଯାଇ ପାରନ୍ତୁ । ଭାଗ୍ୟର ସହଯୋଗ ମିଳିବ । ଆଜି ଆପଣଙ୍କୁ ପରିବାର ଲୋକଙ୍କ ପାଇଁ ଛୋଟ ମୋଟ ଜିନିଷ କ୍ରୟ କରିବାକୁ ହେବ । ଆପଣ ନିଜର ବରିଷ୍ଠ ଓ ସହ କର୍ମୀ ଙ୍କ ଧ୍ୟାନ ସାମାନ୍ଯ ରୂପରେ ଆକର୍ଷିତ କରିବେ ।

ଧନୁ ରାଶି : ଆଜି ଅଟକିଥିବା ଧନ ଫେରି ପାଇବେ । ଧନର ନିବେଶ ହେବ । ଆପଣଙ୍କ ବ୍ୟବହାର ବିପରୀତ ସ୍ଥିତିରେ ଅନୁରୂପ ରହିବ । ଆଜି ଆର୍ଥିକ ମାମଲାରେ ଲାଭ ମିଳିବ । ପ୍ରେମ ସମ୍ପର୍କ ରେ ଆପଣଙ୍କୁ ସୁଖଦ ସରପ୍ରାଇଜ ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆଜି ଦିନରେ ଆପଣଙ୍କ ଆୟରେ ଆଶାତୀତ ବୃଦ୍ଧି ହେବ । ଅଫିସରେ କିଛି ବିବାଦ ହୋଇପାରେ । ଲଭ ମେଟଙ୍କ ପାଇଁ ଦିନ ବେହତର ଅଛି । ଜରୁରତ ଠାରୁ ଅଧିକ କ୍ରୋଧ କରନ୍ତୁ ନାହିଁ । ସନ୍ତାନଙ୍କ ସାହାର୍ଯ୍ୟ ସୁଖ ରେ ବୃଦ୍ଧି କରାଇବ । ଇଶ୍ଵର ଙ୍କ ଧ୍ୟାନ କରି ମାନସିକ ଶାନ୍ତି ମିଳିବ ।

ମକର ରାଶି : ପରିବାର ଲୋକଙ୍କ ସାହାର୍ଯ୍ୟ ଆପଣ ପାଇବେ । ବନ୍ଧୁଙ୍କ ଘନିଷ୍ଠତା ବଢିବ । ଆପଣଙ୍କୁ ଯେଉଁ ଜିନିଷର ଜରୁରତ ଅଛି ତାହାର ଉପଲବ୍ଧି ଆପଣଙ୍କୁ ସହଜରେ ମିଳିଯିବ । ଆଜି ଆପଣଙ୍କୁ ଆୟରେ କିଛି ନୂଆ ସ୍ରୋତ ମିଳିବ । ଆପଣଙ୍କ ବିତ୍ତୀୟ ସ୍ଥିତିକୁ ବେହତର ବନାଇବାରେ ସାହାର୍ଯ୍ୟ ମିଳିବ । ଚାକିରି କରୁଥିବା ଜାତକଙ୍କୁ ଅଫିସରେ ନିଜର ପ୍ରତିଭା ଦେଖାଇବାର ଭଲ ଅବସର ମିଳିବ । ଆଜି ମାଲିକ ଆପଣଙ୍କୁ ଜରୁରୀ ଦାୟିତ୍ଵ ଦେଇ ପାରନ୍ତି ।

କୁମ୍ଭ ରାଶି : ନିଜକୁ ପରିସ୍ଥିତି ଅନୁଯାୟୀ ପକାଇବାକୁ ଚେଷ୍ଟା କରନ୍ତୁ । ପରିବର୍ତ୍ତନ ଆପଣଙ୍କ ଜୀବନରେ ବଡ ଅଂସ ଅଟେ । ଆବଶ୍ୟକ ଅନୁଭବ ହେଲେ ଆପଣ ଅନ୍ୟ ଲୋକଙ୍କ ସାହାର୍ଯ୍ୟ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ନିଜର କାମକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । କ୍ରୋଧ କରିଲେ କଥା ବିଗିଡି ଯାଇପାରେ । ଆପଣଙ୍କୁ ବଡ ମାନଙ୍କର ପରାମର୍ଶ କ୍ରମେ କାମ କରିବା ଉଚିତ । ଏକା ରହିବାକୁ ଆପଣଙ୍କର ପ୍ରବଳ ଇଚ୍ଛା ରହିବାର ନଜର ଆସୁଛି । ଏହା ଆପଣଙ୍କ ପାଇଁ ଠିକ ହେବ ।

ମୀନ ରାଶି : ଆଜି କିଛି ଲୋକ ଆପଣଙ୍କ ଠାରୁ କାମ ଆଦାୟ କରିବାକୁ ଚେଷ୍ଟା କରିବେ । ଆଜି ଦିନଟି ଆପଣଙ୍କ ପାଇଁ କିଛି ମିଶ୍ରିତ ସାବ୍ୟସ୍ତ ହେବ । ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ । ବ୍ୟାପାରି ଙ୍କ ପାଇଁ ଜରୁରୀ ନିସ୍ପତି ନେବା ଆଜି ଦିନରେ ଅନୁକୂଳ ହେବ । ଆପଣଙ୍କୁ ଆଶା ଅନୁଯାୟୀ ପରିଣାମ ମିଳିପାରେ । ଆଜି ଦିନରେ ଆପଣଙ୍କ ପରାକ୍ରମ ରଙ୍ଗ ଆଣିବ । ରୋଜଗାର ରେ ଆପଣଙ୍କର ଉନ୍ନତି ହେବ । ନିଜର ଜୀବନ ସ୍ତରକୁ ସୁଧାରିବା ପାଇଁ ଆପଣ ପ୍ରୟାସ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Back to top button