ଆଜିର ରାଶିଫଳ, 08 ଏପ୍ରିଲ 2024, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ମେଷ ରାଶି : ଜଲ୍ଦି ଧନ କମାଇବା ପାଇଁ କୌଣସି ଭୁଲ ଯୋଜନାରେ ନିବେଶ କରନ୍ତୁ ନାହି । ପଢାରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ । ଏହି ରାଶିର ଲୋକ ଯେଉଁ ମାନେ ମେଡିକାଲ ଷ୍ଟୋର ବ୍ୟାପାରରେ ଜଡିତ ଅଛନ୍ତି ସେମାନଙ୍କୁ ଅଚାନକ ଆର୍ଥିକ ଲାଭ ହୋଇପାରେ । ଆଜି ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ । ମହିଳାଙ୍କୁ କାମରୁ ଟିକେ ରିହାତି ମିଳିବ । ଆଜି ଆପଣଙ୍କୁ କୌଣସି ନିରାଶ ଜନକ ସମାଚାର ଶୁଣିବାକୁ ମିଳିବ ।

ବୃଷ ରାଶି : କୌଣସି ସମ୍ମାନୀୟ ବ୍ୟକ୍ତିଙ୍କ ମାର୍ଗ ଦର୍ଶନ ମିଳିବ । ଧନ ଲାଭର ନୂଆ ରାସ୍ତା ନଜର ଆସୁଛି । ଛୋଟ ମୋଟ ପ୍ରଲୋଭନରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଏମିତି ଲୋକଙ୍କ ଠାରୁ ସାହାଜ୍ଯ ମିଳିବ ଆପଣ କେବେ ଭାବି ନ ଥିବେ । ଆଜି ଆପଣ ସେମାନଙ୍କ ଥାଉ ସତର୍କ ରୁହନ୍ତୁ ଯେଉଁ ମାନେ ଭୁଲ କାମ କରୁଛନ୍ତି । କାମ କାର୍ଯ୍ୟରେ ଆଜି ନୂଆ ଉପାୟ ଆପଣେଇବାକୁ ଚେଷ୍ଟା କରନ୍ତୁ । ତେବେ ଆପଣଙ୍କୁ ଜରୁର ଫାଇଦା ମିଳିବ ।

ମିଥୁନ ରାଶି : ସନ୍ତାନ ଙ୍କ ଉନ୍ନତିରେ ଖୁସି ହେବେ । କୌଣସି ଅସହାୟ ଲୋକଙ୍କୁ ସାହାଜ୍ଯ କରିବାକୁ ସଙ୍କୋଚ କରନ୍ତୁ ନାହି । ସେମାନଙ୍କର ଆଶୀର୍ବାଦ ଆପଣଙ୍କୁ ଭଲ ପରିଣାମ ଦେବ । ମନରେ କିଛି ନୂଆ କରିବାର ଜୋସ ଦେଖାଯିବ । ଖାଇବା ଦୋକାନ କରିଥିବା ବ୍ୟାପାରୀଙ୍କୁ ଭଲ ପରିଣାମ ମିଳିବ । ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ଜୀବନ ସାଥିଙ୍କ ସହ ମତଭେଦ ହୋଇପାରେ । ଅଫିସରେ କିଛି ମାମଲାରେ ଆପଣ ସଫଳ ହେବେ ।

କର୍କଟ ରାଶି : ଆଜି ଆଲୋଚନାରେ କୁଶଳତା ଆପଣଙ୍କ ମଜବୁତ ପକ୍ଷ ସବ୍ୟତା ହେବ । ପରିବାର ତରଫରୁ ଆପଣଙ୍କୁ ପୁରା ସମର୍ଥନ ମିଳିବ । ବନ୍ଧୁ ମାନଙ୍କ ସହଯୋଗ ପାଇବା ଦ୍ଵାରା ଆପଣଙ୍କୁ ବ ସମସ୍ୟାର ସମାଧାନ କରିବେ । କୌଣସି ପୁରୁଣା ରୋଗକୁ ନଜର ଅନ୍ଦାଜ କରନ୍ତୁ ନାହି । ଘରୋଇ ସମ୍ପତିରୁ ଲାଭ କମଉଛନ୍ତି ତ କାଗଜପତ୍ର ସମ୍ଭାଳିକି ରଖନ୍ତୁ । ବ୍ୟାପାର ଠିକ ଠାକ ରହିବ ।

ସିଂହ ରାଶି : ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କ ଜରୁରୀ କାମ କାର୍ଯ୍ୟ ପୁରା ହେବ । ଆଜି ଦିନ ସାରା କନ୍ଫିଡେନ୍ସ ଓ ଉଶ୍ଚାହ ବଜାୟ ରହିବ । ଆଜି ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ସନ୍ତାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ବିଚାର କରିବେ । ଶ୍ଵଶୁର ଘର ପକ୍ଷରୁ ଆଜି ଆପଣଙ୍କୁ ମାନ ସମାନ ମିଳିବ । ଆଜି ବିରୋଧୀ ବି ଆପଣଙ୍କ ଆଗରେ ହାର ମାନିବେ । କାମ ପାଇଁ ଏପଟ ସେପଟ ହୋଇ ପାରନ୍ତି ।

କନ୍ୟା ରାଶି : ଘର ପରିବାରରେ ନିଜ ପାଇଁ କିଛି ଭଲ ବିଚରା କରିବେ ତେବେ କିଛି ବେହତର କରିବାର ପ୍ରେରଣା ଜାଗୃତ ହେବ । ଧନ ମାମଲାରେ ଆଜି ଆପଣ ଲୋଭ ସ୍ଥିତିରୁ ବଞ୍ଚିତ ରହିବାକୁ ଚେଷ୍ଟା କରନ୍ତୁ । ଆଜି ଅନଲାଇନ କାମ ଆରମ୍ଭ କରିବା ପ୍ଳାନ କରିବେ । କାରୋବାରରେ ବୃଦ୍ଧି ପାଇଁ ଆପଣ କିଛି ଯୋଜନା ବନାଇବେ । ଆପଣଙ୍କୁ କ୍ରୋଧ ଉପରେ ସଂଯମ ରଖିବାକୁ ହେବ । ଶାନ୍ତିର ମାର୍ଗ ଧାରଣ କରିବାର ଜରୁରତ ଅଛି ।

ତୁଳା ରାଶି : କାହା ଉପରେ ଅଧିକ ଭରସା କରନ୍ତୁ ନାହି । ଅନାବଶ୍ୟକ ରୂପରେ ସାର୍ବଜନିକ ସ୍ଥାନରୁ ଯିବାକୁ ବଞ୍ଚିତ ହୁଅନ୍ତୁ । ଫସିଥିବା କାର୍ଯ୍ୟ ହୋଇଗଲେ ମନ ସାନ୍ତ ହେବ । ଯେଉଁ କଥା ଏବେ ଯାଏଁ ହୋଇପାରୁ ନ ଥିଲା ତାହା ଏବେ କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ବିବାହକୁ ପରିବାରର ଅନୁମୋଦନ ମିଳିପାରେ । ଭାଇ ଭଉଣୀଙ୍କ ସମ୍ପର୍କରେ ସୁଧାର ଆସିବ । ଆଜି ଆପଣଙ୍କର ଭେଟ ଅନେକ ଆକର୍ଷକ ବ୍ୟକ୍ତିଙ୍କ ସହ ହୋଇପାରେ ।

ବିଛା ରାଶି : ଯାହାଙ୍କ ସହ ସ୍ମୃତି ଭରା ସମୟ ବିତାଇବ । ଆଜି ବ୍ୟାପାରୀଙ୍କୁ ଖାସ ଲାଭ ହେବାର ଆଶା ଅଛି । ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ । ଆଜି ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ଯଦି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହାଉନ ଛନ୍ତି ତେବେ ଆପଣଙ୍କର ଲାଭ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ସମ୍ପତି କ୍ରୟ କରିବାକୁ ଚିନ୍ତା କରୁଥିଲେ ଏବେ କିଛି ଦିନ ରହି ଯାଆନ୍ତୁ । ଆଜି କୌଣସି କର୍ମଚାରୀଙ୍କ ସହ ବିବାଦ ହୋଇପାରେ ।

ଧନୁ ରାଶି : ପଇସା ମାମଲାରେ ଆଜି ଆପଣଙ୍କ ହାତକୁ ନିରାଶ ଲାଗିବ । ଆପଣଙ୍କର ଅଧିକ ପ୍ରୟାସ ସଫଳ ହୋଇପାରେ । ପାରିବାରିକ ଜୀବନରେ ସ୍ଥିତି ଠିକ ରହିବ । ସାନ୍ତ ରୁହନ୍ତୁ । ଆପଣ ଯେଉଁ ବି କାମ କରୁଛନ୍ତି ତାହା ସହ ଜଡିତ ନିୟମ କାନୁନ ଉପରେ ଧ୍ୟାନ ଦିଅନ୍ତୁ । ଘର ବାହାରେ ପ୍ରସନ୍ନତା ଦାୟକ ମାହୋଲ ରହିବ । ନିଜର ବିଶ୍ଵାସ ଓ ଧର୍ଯ୍ୟକୁ ବଢାଇ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କାରନ୍ତ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କମଜୋର ହୋଇପାରେ ।

ମକର ରାଶି : କାହା କଥାରେ ପଡନ୍ତୁ ନାହି । ନିଜକୁ ସ୍ଥିର ରଖିକି ନିସ୍ପତି ନେବାର ଜରୁରତ ଅଛି । ଘର ଲୋକଙ୍କ ସହ ମନାନ୍ତର କରନ୍ତୁ ନାହି । ନଚେତ ଶାନ୍ତି ଭଙ୍ଗ ହୋଇପାରେ । ସନ୍ଧ୍ୟାରେ ସୁଖଦ ଖବର ମିଳିପାରେ । ଆପଣଙ୍କର ଭାବିଥିବା କାମ ସମୟ ଅନୁଯାୟୀ ପୁରା ହେବ । କାରୋବାରକୁ ବଢାଇବା ପାଇଁ ନିବେଶରେ ପ୍ଲାନିଙ୍ଗ କରିବା ଉଚିତ । ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସହଯୋଗ ବଜାୟ ରହିବ ।

କୁମ୍ଭ ରାଶି : କାର୍ଯ୍ୟ ବ୍ୟାପାରରେ ଆଶା ଠାରୁ ଅଧିକ ଫାଇଦା ହେବ । ଦାଂପତ୍ଯ ଜିନ ଅନୁକୂଳ ହେବାର ସମ୍ଭାବନା ଅଛି । ପଡୋଶୀ ଓ ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ । ରିଟେଲ ବ୍ୟାପାରୀଙ୍କୁ ଲାଭ କମାଇବା ପାଇଁ ଅପେକ୍ଷାକୃତ ଅଧିକ ମେହନତ କରିବାକୁ ହେବ । କିନ୍ତୁ ଚିନ୍ତା କରନ୍ତୁ ନାହି । ନଚେତ ଆପଣଙ୍କ ଧ୍ୟାନ ଭଙ୍ଗ ହୋଇପାରେ । ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ ନାହି ।

ମୀନ ରାଶି : ଆଜି ଆପଣ କୌଣସି ସାମାଜିକ ବା ରାଜନୈତିକ ସଂଘଠନ ସହ ଯୋଡି ହୋଇ ପାରନ୍ତି । ମାତାଙ୍କ ସହ ସମ୍ପର୍କରେ ସୁଧାର ହେବ । ବ୍ୟକ୍ତିଗତ ଜୀବନରେ ସୁଖରେ ବୃଦ୍ଧି ହେବ । କ୍ଯାରିୟର ବ୍ୟାପାର ରେ ଶୁଭ ସମାଚାର ପ୍ରାପ୍ତ ହେବ । ଆଜି ମେହନତ ଅଧିକ ହେବ । ଏଥିରୁ ଆପଣଙ୍କୁ ବଡ ଫାଇଦା ହେବ । କିଛି ନୂଆ ଜିନିଷ ଶିଖିବାକୁ ମିଳିବ । ଆପଣଙ୍କର ଅଟକିଥିବା ଧନ ଆପଣଙ୍କୁ ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Back to top button