ବନ୍ଧୁଗଣ, ଭୟଙ୍କର ରୁ ଭୟଙ୍କର ଦାନ୍ତ ର ଦରଦ, ଏବଂ ଯଦି ଆପଣଙ୍କ ମାଢିରେ ଦରଦ ହେଉଅଛି, ତେବେ ଆପଣ ଏହି ଉପାୟ କୁ ଲଗାତାର ୨ ଦିନ ପ୍ରୟୋଗ କରି ଦେଖନ୍ତୁ, ଆପଣ ସଂପୂର୍ଣ୍ଣ ଭାବରେ ଠିକ ହୋଇଯିବେ, ଆପଣ କେତେ ମଧ୍ୟ କଷ୍ଟ ଅନୁଭବ କରୁଥାନ୍ତୁ ମାତ୍ରା ତାହା ଦୂର ହେବାକୁ ଲାଗିବ । ଆସନ୍ତୁ ଜାଣିବା ତାହା କଣ ଅଟେ ? ପିଜୁଳି ର ଉପକାର ଆପଣ ମାନେ ପ୍ରାଏ ସମସ୍ତେ ଜାଣିଥିବେ । ପିଜୁଳି ଗଛରେ ଅନେକ ଭିଟାମିନ ରହିଥାଏ ।
ଏହି ଗଛର ଫଳ ଜେଭଳି ଆମ୍ଭକୁ ଶକ୍ତି ଯୋଗାଇଥାଏ ପିଜୁଳି ପତ୍ର ମଧ୍ୟ ଆମ୍ଭକୁ ନାନା ପ୍ରକାରର କଷ୍ଟ ରୁ ଉଦ୍ଧାର କରିଥାଏ । ତାହା ଓଜନ କମାଇବା ହେଉ ଅଥବା ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ମଧ୍ୟ ଏହା ସେ ସବୁ ସମସ୍ୟା କୁ ଦୂର କରିଥାଏ । ଆପଣ ସର୍ବ ପ୍ରଥମେ ୪ ରୁ ୫ ଟି ପତ୍ର କୁ ଧୋଇ ନିଅନ୍ତୁ, ଏହାପରେ ଏହାକୁ ଭଲ ଭାବରେ ଛେଚି ନିଅନ୍ତୁ ।
ଏହାପରେ ଏହି ପତ୍ରରୁ ବାହାରିଥିବା ରସ କୁ ଗୋଟିଏ ତୁଳା ମାଧ୍ୟମରେ, ବୁଡାଇ ଦିଅନ୍ତୁ ଏହାପରେ ଆପଣ ଅଳ୍ପ ଟିକିଏ ହଳଦୀ ନିଅନ୍ତୁ । ଏହାପରେ ଆପଣଙ୍କ ଯେଉଁ ଦାନ୍ତ ପୋକ ଲାଗିଯାଇଛି ଅଥବା ଦରଦ ହେଉଅଛି ଆପଣ ସେହି ପୋକ ଲଗା ଦାନ୍ତ ରେ ଏହି କଟନ ତଥା ତୁଳା କୁ ରଖି ଦିଅନ୍ତୁ । ପ୍ରାଏ ୩୦ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ନିଜ ମୁହଁ ରେ ଦବାଇ ରଖନ୍ତୁ । ଏହାପରେ ଏହାକୁ କାଢି ନିଅନ୍ତୁ । ଧ୍ୟାନ ରଖିବେ ଯେ ୩୦ ମିନିଟ ପର୍ଯ୍ୟନ୍ତ ଆପଣ କିଛି ମଧ୍ୟ ଖାଇବେ ନାହିଁ ।
Social Footer