ମେଷ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କ ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ। ଆପଣଙ୍କୁ ସୁଖ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ଦିନଟି ଆପଣଙ୍କ ସପକ୍ଷରେ ରହିବ। ଆପଣ କାର୍ଯ୍ୟ ଏବଂ ପରିବାର ମଧ୍ୟରେ ସନ୍ତୁଳନ ବନେଇ ରଖିବେ। ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ପ୍ରେମ ଜୀବନ ସୁଖମୟ ରହିବ। ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ।
ବୃଷ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ଆପଣଙ୍କୁ ଉଚିତ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କ କାର୍ଯ୍ୟ କୁଶଳତାରେ ବୃଦ୍ଧି ହେବ। ପରିବାର ରେ ସାନ ପିଲାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ମାହୋଲ ସୁଖମୟ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆୟରେ ବୃଦ୍ଧି ହେବ। ଆପଣଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ।
ମିଥୁନ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣି ନେବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସୁଖଦ ସମାଚାର ମିଳିପାରେ । ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀ ଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ଉତ୍ତମ ଭୋଜନର ଆନନ୍ଦ ନେବେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ।
କର୍କଟ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ହେବ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ବିରୋଧୀଙ୍କୁ ଆପଣ ପରାସ୍ତ କରିବେ। ସନ୍ତାନଙ୍କ ସହିତ ପ୍ରେମର ସହିତ ବ୍ୟବହାର କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ଏବଂ ଉଚିତ ପରିଣାମ ପ୍ରାପ୍ତ କରିବେ। ଆପଣଙ୍କ ମଧ୍ୟରେ ସାହସ ବୃଦ୍ଧି ହେବ। ଆପଣଙ୍କ ଆୟରେ ବୃଦ୍ଧି ହେବ।
ସିଂହ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ସମସ୍ୟା ଭରି ରହିବ। ବ୍ୟାପାର ରେ ସଫଳତା ମିଳିବ। ବ୍ୟାପାର ରେ ସଫଳତା ମିଳିବ। ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଭରି ରହିବ। ପ୍ରେମ ଜୀବନରେ ପ୍ରେମୀଙ୍କ ମୁଡ଼ ଦେଖି ସୁଖ ଅନୁଭବ କରିବେ।
କନ୍ୟା ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ମନ ପ୍ରସନ୍ନ ରହିବ। ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ସାବ୍ୟସ୍ତ ହେବ। ଜୀବନସାଥୀଙ୍କ ସହିତ କୌଣସି ଖାସ୍ ମାମଲାରେ କଥାବାର୍ତ୍ତା କରି ପାରନ୍ତି। ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି।
ତୁଳା ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ପରିବାର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଚାର କରି ପାରନ୍ତି। ଘରର ସଫେଇ ରେ ଆପଣ ଧ୍ୟାନ ଦେବେ। କାର୍ଯ୍ୟ ମାମଲାରେ ସ୍ଥିତି ଅନୁକୂଳ ରହିବ। କୌଣସି ଯାତ୍ରା କରନ୍ତୁ ନାହିଁ। କାର୍ଯ୍ୟ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସହଯୋଗୀ ମାନଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ପ୍ରେମ ଜୀବନରେ ଉଚିତ ପରିଣାମ ପ୍ରାପ୍ତ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।
ବିଛା ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟରେ ସଫଳତା ମିଳିବ। ଅନିୟମିତ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟରେ ବୃଦ୍ଧି ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ସୁଖର ପରିଣାମ ପ୍ରାପ୍ତ ହେବ।
ଧନୁ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ମାନସିକ ଚିନ୍ତା ରହିବ। ଶ୍ଵଶୁର ଘର ଲୋକଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ଆୟରେ ବୃଦ୍ଧି ହେବ। ଖର୍ଚ୍ଚ କମ ହେବ। ବ୍ୟାପାର ମାମଲା ରେ ଆପଣଙ୍କୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ରେ ସମସ୍ୟା ଦେଖା ଦେଇପାରେ। ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ରହିବ। ଜୀବନସାଥୀ ନିଜ ପରିବାରକୁ ନେଇ କିଛି ଏଭଳି ଟିପ୍ପଣୀ କରି ପାରନ୍ତି, ଯାହାଦ୍ବାରା ଆପଣଙ୍କ ସମ୍ପର୍କ ପ୍ରଭାବିତ ହେବ।
ମକର ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ମାନସିକ ଚିନ୍ତା ରୁ ମୁକ୍ତି ମିଳିବ। ଜରୁରୀ ଖର୍ଚ୍ଚ କରିବେ। ପ୍ରେମୀ ଆପଣଙ୍କ ସପକ୍ଷରେ ରହିବେ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନ ସଫଳତା ହାସଲ କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ଭ୍ରମଣ ରେ ଯାଇ ପାରନ୍ତି। ଘରୋଇ ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ କରି ପାରନ୍ତି।
କୁମ୍ଭ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ପ୍ରେମ ଜୀବନରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। କୌଣସି ଅନ୍ୟ ବ୍ୟକ୍ତି ଆପଣଙ୍କ ସମ୍ପର୍କକୁ ଖରାପ କରି ପାରନ୍ତି। ଆପଣଙ୍କ ଆୟରେ ବୃଦ୍ଧି ହେବ, ଯାହାଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଘରେ ସୁଖ ଶାନ୍ତିର ମାହୋଲ ରହିବ।
ମୀନ ରାଶି – ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ପ୍ରେମ ଜୀବନ ଅତିବାହିତ କରିଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ସମ୍ପର୍କରେ ରୋମାନ୍ସ ଏବଂ ପ୍ରେମ ବୃଦ୍ଧି ହେବ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା କମ ହୋଇପାରେ। ନିଜ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ।
Social Footer