ରାଜ୍ୟରେ ଖୋଲିବ ୪୫୦ ନୂଆ ଡାକ ଘର

ଭୁବନେଶ୍ୱର: ୨୦୨୪ ମାର୍ଚ୍ଚ ସୁଦ୍ଧା ଓଡିଶାରେ ଖୋଲିବ ୪୫୦ ଡାକଘର । ସୂଚନା ଦେଲେ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ । ଓଡିଶାର ଦୁର୍ଗମ ଅଞ୍ଚଳର ଲୋକଙ୍କୁ ମକ୍ଟମକ୍ଟବ ଡାକସେବା । ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ କୋଲିବାକୁ ଯୋଜନା କରିଛି ବିଭାଗ ।