ଗୋଳନ୍ଥରା ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ।

• ନିଷ୍ଟର ଛାତ୍ରଛାତ୍ରୀ ମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆନୁଷ୍ଠାନର ନାମକୁ ଶୀର୍ଷରେ ପହଞ୍ଚାଇ ପାରିଛନ୍ତି । ବ୍ରହ୍ମପୁର, ୧୮/୯ (ଅଭିଜିତ କର): ଗୋଳନ୍ଥରା ସ୍ଥିତ ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ସୋମବାର ଶିକ୍ଷାନଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା…

ସାମନ୍ତରାୟ ଏକାଡେମୀରୁ ୨୩ଜଣ ଅଗ୍ନିବୀର ନେଭୀ ଓ ୨୬ଜଣ ପାରା ମିଲେଟରୀ ମନୋନୀତ ।

• ଛାତ୍ରଛାତ୍ରୀଙ୍କ ପରିଶ୍ରମ, ପରିବାରର ସହଯୋଗ ଓ ଶିକ୍ଷକ ମାନଙ୍କ ପ୍ରଚେଷ୍ଟା ହିଁ ସଫଳତା ପ୍ରଦାନ କରିଛି - ଦେବେଶ ସାମନ୍ତରାୟ । ବ୍ରହ୍ମପୁର, ୧୭/୯ (ଅଭିଜିତ କର): ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ସାମନ୍ତରାୟ ଡିଫେନ୍ସ ଏକାଡେମି ଫର୍ ଡିଫେନ୍ସ କେରିଆର ଷ୍ଟଡି ପକ୍ଷରୁ ରବିବାର ଏକ…

ଇଞ୍ଜିନିୟର୍ସ ମାନଙ୍କ ୫୬ତମ ଇଞ୍ଜିନିୟର୍ସ ଦିବସ ପାଳିତ ।

ବ୍ରହ୍ମପୁର, ୧୫/୯ (ଅଭିଜିତ କର): ସ୍ଥାନୀୟ ହିଲପାଟଣା ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶୁକ୍ରବାର ଆମେ ଇଞ୍ଜିନିୟର୍ସଙ୍କ ଦ୍ୱାରା ଭାରତରତ୍ନ ଇଂ.ଏମ୍ ବିଶ୍ୱେଶ୍ୱରୟଙ୍କ ୧୬୩ତମ ଜୟନ୍ତୀ ତଥା ଇଞ୍ଜିନିୟର୍ସ ଦିବସ ଉତ୍ସବ ଅବସରରେ ୫୬ତମ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି । ପୂର୍ବତନ…

ବ୍ରହ୍ମପୁରରେ ଫୁଡ୍ ଟାଉନ୍ କେଫ୍ ଏଣ୍ଡ ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ ।

ବ୍ରହ୍ମପୁର, ୧୩/୯ (ଅଭିଜିତ କର): ସ୍ଥାନୀୟ ମିନାକ୍ଷୀ ନଗର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ନିକଟସ୍ଥ ଆମ୍ବ ବଜାର ସାମ୍ନାରେ ଫୁଡ୍ ଟାଉନ୍ ନାମକ ଏକ କେଫ୍ ଏଣ୍ଡ ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ଯୋଗଦେଇଥିବା ବେଳେ,…

ଅକ୍ଟୋବର ୩୧ ସୁଦ୍ଧା “ମୋ’ ମାଟି – ମୋ’ ଦେଶ” କାର୍ଯ୍ୟକ୍ରମ ବୁଥ୍ ସ୍ତରରେ କରିବାକୁ…

• ରାଜ୍ୟ କମିଟିର ଗଞ୍ଜାମ ଗସ୍ତ, ସାଙ୍ଗଠନିକ ବୈଠକ ଓ କଳସ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ । • ଘର ବାହୁଡ଼ା ହେଲେ ଜିଲ୍ଲା ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଏସ୍.ରାଣୀ  । • ପୁଣି ରାଜ୍ୟ ସଭାପତିଙ୍କ ସମ୍ମୁଖରେ ଦୁଇ ଦଳୀୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାମୁହିଁ । …

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା 

ବ୍ରହ୍ମପୁର, ୧୧/୯ (ଅଭିଜିତ କର): ଆସିକା ରୋଡ ତାଲୁକା ଠାରେ ହିନ୍ଦ ମଜଦୁର ସଭା ଜିଲ୍ଲା ଉପ ସଭାପତି ତଥା ମସିହାଖାଲି ପୂର୍ବତନ ସରପଞ୍ଚ ନରସିଂହ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା । ଏଥିରେ…

ଓଡ଼ିଶାକୁ ୨୪ ବର୍ଷର ଶାସନରେ କେବଳ ନିର୍ଯାତନା ମିଳିଛି – ପର୍ଯ୍ୟବେକ୍ଷକ ବାହିନୀପତି ।

• ମିଛୁଆ, ଅହଙ୍କାରୀ ଓ ଭ୍ରଷ୍ଟାଚାରୀ ସରକାରଙ୍କ ବିରୋଧରେ ଏହି ଭାରତ ଯୋଡ଼ ପଦଯାତ୍ରା - ରମେଶ ଜେନା । ବ୍ରହ୍ମପୁର, ୭/୯ (ଅଭିଜିତ କର): ଦେଶବାସୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଐତିହାସିକ "ଭାରତ ଯୋଡ଼" ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ…

ବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା ପାଳିତ ।

ବ୍ରହ୍ମପୁର, ୬/୯ (ଅଭିଜିତ କର): ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡର ବଡ ବଜାର ଜେନା ସାହିର ଶ୍ରୀ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା ପାଳନ ହୋଇଛି। ମନ୍ଦିର ତଥା ସାହି କମିଟିର ସଭାପତି ଶ୍ରୀ ପ୍ରସନ୍ନ…

ଗୁରୁ ଦିବସରେ ମହାନ ସଂଘର ନିଆରା କାର୍ଯ୍ୟକ୍ରମ ଗୁରୁ ବନ୍ଦନା ମହୋତ୍ସବ ।

ବ୍ରହ୍ମପୁର, ୫/୯ (ଅଭିଜିତ କର): ପବିତ୍ର ଗୁରୁ ଦିବସ ଅବସରରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଙ୍ଘ ପକ୍ଷରୁ ଟାଉନ ହଲ ପରିସରରେ ଏକ ସ୍ବତନ୍ତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମାଜସେବୀ ତଥା ସଂଘର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

୪ନମ୍ବର ୱାର୍ଡରେ ୱାର୍ଡସଭା ଓ ଜନ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, ୬/୯ (ଅଭିଜିତ କର): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ସୋମବାର ଠାରୁ ପ୍ରତିଦିନ ଦୁଇଟି ଲେଖାଏଁ ୱାର୍ଡକୁ ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷଙ୍କ ସମେତ ମେୟର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ୱାର୍ଡ ସଭା କାର୍ଯ୍ୟକ୍ରମରେ ଯୋଗଦାନ କରି ଅଭିଯୋଗ ପତ୍ର ଗ୍ରହଣ…