ଧରା ହେଲେ ଦୁଇ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ
ବାଣପୁର,28/09: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସାହାସ ପୁର ଗ୍ରାମର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଗଙ୍ଗାଧର ପରିଡା ଏବଂ ତା ସହଯୋଗୀ କାଳିଆ ଓରଫ ଦିବ୍ୟସିଂ ରାଉତ କୁ ଗିରଫ କରିଛି ବାଣପୁର ଥାନା ପୋଲିସ l ଗଙ୍ଗାଧର ଏବଂ କାଳିଆ ଯାହାକି ହତ୍ୟା, ହତ୍ୟା ଉଦ୍ୟମ, ବୋମା ବିସ୍ପୋରଣ, ଗୁଳି…