ବିଭିନ୍ନ ପୂଜା ମଣ୍ଡପ ବୁଲି ଗଜାନନ ଙ୍କ ଆଶୀର୍ବାଦ ଲାଭ କଲେ ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ

ବେଗୁନିଆପଡା, (ଦେବାଶିଷ ମହାରଣା):ବିଘ୍ନ ବିନାଶକ ଶ୍ରୀ ଗଜାନନ ଙ୍କ ପୂଜା ଉତ୍ସବ ରାଜ୍ୟ ର ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର, କୋଦଳା, ବେଗୁନିଆପଡା ସମେତ ବହୁ ସ୍ଥାନରେ…

ଫିନୋ ପେମେଣ୍ଟସ ବ୍ୟାଙ୍କର ନିଯୁକ୍ତିମେଳା

ବ୍ରହ୍ମପୁର,(ରାକେଶ ମହାରଣା):ବ୍ରହ୍ମପୁର ସ୍ଥିତ ପ୍ରେସିଡେନ୍ସି କଲେଜରେ ଫିନୋ ପେମେଣ୍ଟସ ବ୍ୟାଙ୍କ୍ ର ନିଯୁକ୍ତିମେଳା ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ନୂତନ ଭାବେ ବ୍ରହ୍ମପୁର ଠାରେ ପାଦ ଥାପି ଥିବା ଫିନୋ ପେମେଣ୍ଟସ ବ୍ୟାଙ୍କ୍ ନିଯୁକ୍ତି ଦେବାର ପନ୍ଥା ଆପଣାଇଛି । ଏହି ନିଯୁକ୍ତି…

କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ବେଶ ଧୂମଧାମ ରେ ପାଳିତ

କୋଦଳା, (ଦେବାଶିଷ ମହାରଣା):ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ 73 ତମ ଜନ୍ମ ଜୟନ୍ତୀ ବିଭିନ୍ନ ସ୍ଥାନରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି | ଏଥି ଅବସରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ…

ବେଗୁନିଆପଡା ଠାରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଉଦଜାପନୀ ଉତ୍ସବ ଅନୁଷ୍ଠିତ

ବେଗୁନିଆପଡା, (ଦେବାଶିଷ ମହାରଣା):ବେଗୁନିଆପଡା ବ୍ଲକ ନିକଟସ୍ଥ ବାପୁଜୀ ଷ୍ଟାଡିୟମ ଠାରେ ଶନିବାର ଦିନ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଇଓ ରୁଦ୍ର ନାରାୟଣ ସାହୁ, ଏ ବି ଇ ଓ ସୋମନାଥ ସେଠି, ଖଲିକୋଟ ଏ ବି ଇ ଓ ରବି ନାରାୟଣ ସେଠି,…

ଉଦ୍ଯାନ କୃଷି କର୍ମଚାରୀ କହି ଶତାଧିକ ଲୋକଙ୍କ ଠାରୁ ଠକିନେଲେ ଯୁବକ, ଥାନାରେ ଅଟକ

କୋଦଳା, (ଦେବାଶିଷ ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍ ଛଚିନା ଗ୍ରାମର ଶତାଧିକ ଲୋକେ ଠକେଇର ଶିକାର ହୋଇଥିବା ନେଇ ଗୁରୁବାର ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। ଜଣେ ବ୍ଯକ୍ତି ନିଜକୁ ଉଦ୍ଯାନ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଏସ୍ ଛଚିନା ଗ୍ରାମରୁ ବହୁ…

ବୀର ସହିଦ ଯବାନ ଙ୍କ ଉଦେଶ୍ଯରେ ଅମ୍ରୁତ ବାଟିକା ଲାଗି ମ୍ରୁତିକା ସଂଗ୍ରହ କଲା ବିଜେପି

କୋଦଳା, (ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଝାଡ଼ବାଇ ରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶ ର ବୀର ସହିଦ ଯବାନ ଙ୍କ ଉଦେଶ୍ଯରେ ଅମ୍ରୁତ ବାଟିକା ଲାଗି ମ୍ରୁତିକା ସଂଗ୍ରହ କରାଯାଇଛି | ମଙ୍ଗଳବାର ଆସିକା…

ସିଏସପି ମାନଙ୍କ ପକ୍ଷରୁ ତହସିଲଦାର ଓ ବିଡିଓ ଙ୍କୁ ଦାବୀ ପତ୍ର ପ୍ରଦାନ

ବେଗୁନିଆପଡା,(ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଏସ୍ ବି ଆଇ ବ୍ୟାଙ୍କ ସି ଏସ୍ ପି ମାନଙ୍କ ପକ୍ଷରୁ କୋଦଳା ତହସିଲଦାର ଏବଂ ବେଗୁନିଆପଡ଼ା ବିଡିଓ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ମୁତାବକ ଦିର୍ଘ ଦଶ ବର୍ଷ…

ସେପ୍ଟେମ୍ବର ଆଠ ତାରିଖରୁ ପ୍ରାଥମିକ ବିଦ୍ୟାଳୟରେ ଝୁଲିବ ତାଲା !

ବେଗୁନିଆପଡ଼ା, (ଦେବାଶିଷ ମହାରଣା):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ପ୍ରାଥମିକ ଶିକ୍ଷକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ…

କୋଦଳା ପୋଲିସ ହାବୁଡେ ମଦୁଆ ବସ ଡ୍ରାଇଭର

କୋଦଳା, (ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା କୋଦଳା ବସଷ୍ଟାଣ୍ଡ ଠାରେ ଆଜି ଅପରାହ୍ନରେ ଏକ ଯାତ୍ରୀବାହି ବସ୍ କୁ ଜବତ କରି ଡ୍ରାଇଭର କୁ ଗିରଫ କରିଛି କୋଦଳା ପୋଲିସ। ବସ୍ ଡ୍ରାଇଭର ପ୍ରଚୁର ମଦ୍ୟ ପାନ କରି ବସ୍ ଚଲାଉଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ୫୫…

ବିଜେଡିର ସାଙ୍ଗଠନିକ ବୈଠକ ଯୋଗ ଦେଲେ, ବରିଷ୍ଠ ନେତା ହର ପ୍ରସାଦ ସାହୁ

ବେଗୁନିଆପଡା, (ଦେବାଶିଷ ମହାରଣା):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ଠାରେ ମଙ୍ଗଳବାର ମଧ୍ୟାହ୍ନରେ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ନଗରପାଳ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ପ୍ରାର୍ଥୀ ହରପ୍ରସାଦ ସାହୁ…