ଜାନବିଲି ଅନିକଟରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ଧରାକୋଟ,25/9; ଧରାକୋଟ ନିକଟସ୍ଥ ଜାନବିଲି ଅନିକଟରୁ ଋଷିକୁଲ୍ୟା ନଦୀ ରେ ଭାସି ଆସି ଲାଗିଥିବା ଏକ ଶବ କୁ ଧରାକୋଟ ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କରାଯିବା ପରେ ଧରାକୋଟ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟାହ୍ନ ସମୟରେ ଏକ ଅଜଣା…

ନୂତନ ସୁପରଭାଇଯରଙ୍କ କାର୍ଯ୍ୟରେ ଯୋଗଦାନ

ଧରାକୋଟ,25/09; ଧରାକୋଟ ତହସିଲ କାର୍ଯ୍ୟାଳୟ ରେ ନୂତନ ସୁପରଭାଇଯର ଭାବରେ ସୁଜ୍ଞାନି କୁମାରୀ ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଗଞ୍ଜାମ ତହସିଲରେ କାର୍ଯ୍ୟରତ ଥିଲେ। ପଦୋର୍ନତି ପାଇବା ପରେ ସେ ଧରାକୋଟ ତହସିଲ ରେ ଯୋଗଦେଇଥିବା ବେଳେ ତାଙ୍କୁ ତହସିଲ କାର୍ଯ୍ୟାଳୟ ତରଫରୁ…

ଧରାକୋଟ ବ୍ଲକ ସ୍ତରୀୟ ଲୋକକଳା ପ୍ରଶିକ୍ଷଣ ଶିବିର

ଧରାକୋଟ,25/9: ଧରାକୋଟ ବ୍ଲକ ସଭଗୃହରେ ବ୍ଲକ ସ୍ତରୀୟ ଲୋକକଳା ଦଳଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୁଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ କିପରି ହୋଇପାରିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ର ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ଶିବିର ଆୟୋଜନ ହୋଇଛି…

ଧରାକୋଟ ବଜାର ରାସ୍ତା ନିର୍ମାଣ ପାଇଁ ବୈଠକ

ଧରାକୋଟ,25/9: ସଂପ୍ରତି ଭଞ୍ଜନଗର ପୂର୍ତ୍ତ ବିଭାଗ ତରଫରୁ ଜାନବିଲି ଧରାକୋଟ ନିର୍ମାଣ ଚାଲିଛି । ଏହି ପାଞ୍ଚ କିମି ରାସ୍ତାର ଧରାକୋଟ କୁ ବାଦ ଦେଲେ ଉଭୟ ପଟର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ କେବଳ ଗାଁ ଆରମ୍ଭରୁ ବଜାର ଓ ମେଡିକାଲ ପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ । ନିର୍ମାଣ…

ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ଆସିକା 24/09: ଆସିକା ବାଣୀବିହାର ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି l ଏହି ବିଜ୍ଞାନ ମେଳା ରେ କନିଷ୍ଠ ବିଭାଗ ଓ ବରିଷ୍ଠ ବିଭାଗର ମୋଟ 40 ଗୋଟି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି,…

ଜାତୀୟ ଗ୍ରାମୀଣ ପ୍ରତିଭା ଚୟନ ପରୀକ୍ଷା ଦେଲେ 251 ଜଣ ବିଦ୍ୟlର୍ଥୀ

ଆସିକା 24/09: ଆସିକା ହରିହର ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ଗ୍ରାମୀଣ ପ୍ରତିଭା ଚୟନ ( ଏନ ଆର ଟି ଏସ ) ପରୀକ୍ଷା ଦେଲେ 251 ଜଣ ବିଦ୍ୟlର୍ଥୀ l ମୋଟ 27 ଗୋଟି ପଂଚାୟତର ସରକାରୀ ଏବଂ ସ୍ୱୀକୃତିପ୍ରାପ୍ତ 35 ଗୋଟି ଉଚ୍ଚ ବିଦ୍ୟାଳୟ ରୁ 261 ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷା ପାଇଁ ନାମ ଲେଖା…

ଏଣିକି ମାସର ଶେଷ ଶୁକ୍ରବାରରେ ହେବ ଶିକ୍ଷା ବିଭାଗର ଜନ ଅଭିଯୋଗ ଶୁଣାଣି 

ଆସିକା 25/09- ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ମାସରେ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟିତ୍ରୀ ଅଭିଯୋଗ ଶୁଣାଣି ନିର୍ଦେଶ ରହିଛି l ଏହି ନିର୍ଦେଶ କୁ କିପରି ଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେ ବିଷୟକୁ ନେଇ ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପରିସରରେ…

ରାସ୍ତା ନିର୍ମାଣରେ ବିଳମ୍ବ ଲୋକେ ହନ୍ତସନ୍ତ

ଆସିକା- ରାସ୍ତା ସାରା ଖାଲଖମା, କୋଉଁଠି ଡିମା ଡିମା ପଥର ଉଠିଛି ତ ପୁଣି କେଉଁଠି ପାଣି ଜମିରହିଛି । ରାସ୍ତାରେ ଗାଡ଼ିଗଲେ ପାଖରେ ସାଇଟ ହେବାକୁ ବି ଭୟ ଲାଗୁଛି । କାଳେ ରାସ୍ତାରେ ବିଛାକାଇଥିବା ପଥର ଛିଟିକି ପଦିବ । ପୁଣି ଗାଡି ଗଲେ ଯେଉଁ ଧୁଳି ଉଡିଛି ତାହା ଏବେ ରାସ୍ତା କତରେ ଥିବା…

ଦାବୀ ପୂରଣ ନହେବାରୁ ଉପ କାରାଗାର ଆଗରେ ଅନଶନରେ ବସିଲେ କାରାରକ୍ଷୀ

ଆସିକା 24/09- ଆସିକା ଉପକାରାଗାରର କାରାରକ୍ଷୀ ମାନେ ୧୨ ଦିନ କଳାବ୍ୟାଜ ପରିଧାନ କରି ଶାନ୍ତି ପୂର୍ଣ୍ଣ ଭାବରେ ଦାବୀ ପୂରଣ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସରକାର ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନନେବା କାରଣରୁ ଆଜି ଠାରୁ ରାଜ୍ୟ ସଂଘ ର ନିଷ୍ପତି କ୍ରମେ ସମସ୍ତ କାରାରକ୍ଷୀ…

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଆସିକା : ଆସିକା ଥାନା ଅନ୍ତର୍ଗତ ଗୌଡ଼ଗୋଠ ଗ୍ରାମର ଜଣେ ମହିଳାଙ୍କୁ ଉକ୍ତ ଗ୍ରାମର ଚିତ୍ରସେନ ନାହାକ ଦୁଷ୍କର୍ମ କରିଛନ୍ତି l ଏନେଇ ଆସିକା ଥାନାରେ ମହିଳା ଜଣକ ଏକ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗ କୁ ଭିତ୍ତି କରି ଆସିକା ପୋଲିସ କେସ ନମ୍ବର ୫୭୦/୨୩ ଧାରା ୪୫୨,୩୭୬,୫୦୬,୩୪ ଆଇ ପି ସି…