୫୬ ଲକ୍ଷର ବ୍ରାଉନସୁଗାର ଜବତ, ୪ ଗିରଫ
ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ପୋଲିସର ଚଢାଉ । ତୋଟାପଡା ଛକରେ ୫୬୦ ଗ୍ରାମର ବ୍ରାଉନସୁଗାର ଜବତ ଆଦର୍ଶ ଥାନା ପୋଲିସ । ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । । ସୂଚନା ଅନୁସାରେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ହେଉଛି ୫୬ ଲକ୍ଷ ଟଙ୍କା । ବ୍ରାଉନସୁଗାର ସହ ଗୋଟିଏ…