ପୋଖରୀରେ ବୁଡି ୨ ମହିଳା ମୃତ

ଗାଧୋଇବାବେଳେ ଅଘଟଣ। ପୋଖରୀରେ ବୁଡ଼ି ୨ ମହିଳା ମୃତ। ମୃତକ ଦୁଇ ଜଣ କୁରୁମଣି ଓ ସୂର୍ଯ୍ୟକାନ୍ତି ପ୍ରଧାନ। ଜି. ଉଦୟଗିରି ଥାନା ଲିଙ୍ଗାଗଡ଼ କୁତୁଲୁମା ଗାଁରେ ଏହି ଅଘଟଣ ଘଟିଛି। ଆଜି ସକାଳେ ମହିଳା ଦୁଇ ଜଣ ଗାଧୋଇବାକୁ ପୋଖରୀକୁ ଯାଇଥିବାବେଳେ ଗୋଡ଼ ଖସି ଯାଇଥିଲା। ଖବର ପାଇ ଅଗ୍ନିଶମ…

ଅଣସର ଘରେ ଶ୍ରୀଜିଉଙ୍କ ଗୁପ୍ତ ଉପଚାର, ଶ୍ରୀ ଅଙ୍ଗ ଫିଟା ନୀତି

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ।…

ଆରବିଆଇ ମୁଦ୍ରା ନୀତି ଘୋଷଣା, ଅପରିବର୍ତ୍ତିତ ରହିଲା ସୁଧ ହାର

ଭୁବନେଶ୍ୱର: ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ । ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟିର ନିଷ୍ପତ୍ତି ନିଆଯାଇଛି । ପ୍ରେସମିଟରେ ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବାର୍ଷିକ ମୁଦ୍ରାସ୍ଫିତି ୫ ପ୍ରତିଶତରୁ ଅଧିକ ରହିବାର ଆକଳନ ରହିଥିବା ସୂଚନା ।…

ଆଜିର ରାଶିଫଳ, 8 ଜୁନ 2023, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 6ଟି ରାଶି ଉପରେ, ହେବ ଧନଲାଭ

ମେଷ : ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ଆଜି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି…

ଯାଜପୁର ଟ୍ରେନ୍ ଟ୍ରାଜେଡ଼ିରେ ୬ ମୃତ ଶ୍ରମିକଙ୍କ ପାଇଁ ୫ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା…

ବାହାନଗା ଦୁର୍ଘଟଣା : ରେଳ ଅଧିକାରୀଙ୍କ ଫୋନ୍ ଜବତ କଲା ସିବିଆଇ, ଲୋକ ପାଇଲଟଙ୍କୁ କରିବ ପଚରାଉଚୁରା

ବାହାନଗା ଟ୍ରେନ ଦୁର୍ଘଟଣରେ ସିବିଆଇ ତଦନ୍ତ ଜାରିରହିଛି । ଆଜି ତଦନ୍ତର ଦ୍ୱିତୀୟ ଦିନରେ ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ କରିଛନ୍ତି । ତଦନ୍ତ ବେଳେ ରେଳ ଅଧିକାରୀଙ୍କ ମୋବାଇଲ ସିଜ୍ ହୋଇଥିବା ସୂଚନା ରହିଛି । ସେହିପରି କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ ସୋସିଆଲ…

ଜୁନ ୮ ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ କଳା ପ୍ରକାଶ ପାଇବ । କାଲି ଅପରାହ୍ଣ ୪ଟାରେ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଫଳ ପ୍ରକାଶ ପରେ orissaresults.nic.in …

ଚାରିଧାମ ଯାତ୍ରାର ୪୫ ଦିନରେ ଗଲାଣି ୧୧୯ ଜୀବନ

ଚାରିଧାମ ଯାତ୍ରାରେ ବାହାରିଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ପ୍ରଥମ ୪୫ ଦିନରେ ମଧ୍ୟରେ ୧୧୯ ଜଣଙ୍କର ମୃତ୍ୟୁ ହୋଇଛି | ପ୍ରତିକୂଳ ପରିସ୍ଥିତି, ଅସହ୍ୟ ଥଣ୍ଡା ଯୋଗୁ ବିଭିନ୍ନ ରୋଗୀ ପୀଡ଼ିତ ହୋଇ ଏହି ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ଏପ୍ରିଲ ୨୨ରୁ ଚାରି…

ଚାଷୀଙ୍କୁ କେନ୍ଦ୍ରର ଉପହାର: ବଢିଲା ଧାନର ଏମଏସପି ମୂଲ୍ୟ

ଚାଷୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି |ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩କୁ ବୃଦ୍ଧି କରାଯାଇଛି । ଫଳରେ ଧାନ ଗ୍ରେଡ୍-ଏର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩କୁ ବୃଦ୍ଧି…

ପୁଣି ଏକ ଟ୍ରେନ୍ ଟ୍ରାଜେଡ଼ି: ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ, ୧ ଗୁରୁତର

ଜୋର ବର୍ଷା ପବନରୁ ରକ୍ଷା ପାଇବାକୁ ୭ ଶ୍ରମିକ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ହେଲେ ୱାଗନଗୁଡ଼ିକ ଗଡ଼ି ଯିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଛି। ସୂଚନା…