ବେଲଗୁଣ୍ଠା କଂସାରୀ ସାହିରେ ପଞ୍ଚଶମ୍ଭୁ ମହାମିଳନ
ବେଲଗୁଣ୍ଠା -୮/୪-ପରମ୍ପରା ସଂସ୍କୃତି ସମ୍ପୁର୍ଣ୍ଣ ଗଞ୍ଜାମର ଗଣପର୍ବ ଦଣ୍ଡ ଯାତ୍ରା ପାଇଁ ଗଞ୍ଜାମ ମାଟିରେ ଉଠୁଛି ଓ ପଡୁଛି । ଗଞ୍ଜାମ ଜିଲ୍ଲାର ଗାଁ ଗହଳି ଗଳି କନ୍ଦିରେ ଗୁଂଜରିତ ହେଉଛି କଳା ରୁଦ୍ର ମଣିଙ୍କୁଙ୍କୁ ଭଜ ହେ ଧ୍ଵନି ।ଏହି ଅବସରରେ ବେଲଗୁଣ୍ଠା କଂସାରୀ ସାହି ଠାରେ ମହାସମାରୋହରେ…