ବସ୍‌ ଭିତରେ ପଶିଗଲା କାର, ୪ ମୃତ

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ବସ୍‌ ଭିତରେ କାର୍‌ ପଶି ୪ ଜଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଆଜି ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ମହାଲକ୍ଷ୍ମୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁଜରାଟରୁ ମୁମ୍ବାଇ ଆସୁଥିବା ଏକ କାର୍‌…

ଗୋବରା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଶିବାନୀ ରାଜ୍ୟ ସ୍ତରୀୟ କ୍ରୀଡା ପାଇଁ ମନୋନୀତ

ବେଲଗୁଣ୍ଠା 31/01: ବେଲଗୁଣ୍ଠା ବ୍ଲକ ଗୋବରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ତଥା ଟୁନା ଗୌଡ଼ ଙ୍କ ଝିଅ ଶିବାନୀ ଗୌଡ଼ ରାଜ୍ୟ ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ମନୋନୀତ ହୋଇଛନ୍ତି l ସେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଛତ୍ରପୁର ଅଂଶୁଲୋ ଉଚ୍ଚ…

ବିଶାଖାପାଟଣା ହେଲା ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ମିଳିଛି ଆଉ ଏକ ନୂଆ ପରିଚୟ । ଏଣିକି ଆନ୍ଧ୍ରର ରାଜଧାନୀ ଭାବରେ ବିଶାଖାପାଟଣାକୁ ଚୟନ କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆନ୍ଧ୍ରର ନୂଆ ରାଜଧାନୀର ନାମ ଘୋଷଣା କରିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର…

ନୂଆ ୪ ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ ସେବା କର୍ମଚାରୀ: ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

୪ ନୂଆ ବିମାନବନ୍ଦର ଝାରସୁଗୁଡା,ଉତକେଲା,ରାଉରକେଲା ଏବଂ ଜୟପୁର ପାଇଁ ୫୦ ଅଗ୍ନିଶମ କର୍ମଚାରୀ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତକେଲା ଓ ଜୟପୁରରେ ୯ ଜଣ ଲେଖାଏଁ ହେବେ ନିୟୋଜିତ। ଝାରସୁଗୁଡା ଓ ରାଉରକେଲାରେ ୧୬ ଜଣ ଲେଖାଏଁ । ଏହାମଧ୍ୟରେ ତିନିଟି ଅଗ୍ନିଶମ…

ବିଏମ୍‌ସି ଡେପୁଟି କମିଶନରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ୱର : ବିଏମସି ଡେପୁଟି କମିଶନରଙ୍କ ନାଁ’ରେ ଆଲ୍‌ବମ୍‌ ଅଭିନେତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଲ୍‌ବମ୍‌ ଶୁଟିଂ ନାଁ’ରେ ରାତି ରାତି ଗପୁଥିଲେ । ସାଙ୍ଗରେ ଶୋଇବାକୁ ଡାକୁଥିଲେ । ମାତ୍ର ଏଥିରେ ରାଜି ନହେବାରୁ ଦୀର୍ଘ ଦୁଇ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା…

ଆକାଶମାର୍ଗରେ ଭୁବନେଶ୍ୱର ସହ ଯୋଡିହେଲା ଜାମସେଦପୁର, ଉଡିଲା ବିମାନ

ଭୁବନେଶ୍ୱର : ଭୁବନେଶ୍ବର ସହ ଆକାଶମାର୍ଗରେ ଯୋଡି ହୋଇଛି ଜାମସେଦପୁର। ଆଜିଠୁ ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିଲା ବିମାନ | ସକାଳ 7.30ରେ ଉଡିଲା ପ୍ରଥମ ବିମାନ | ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି |  ଏହା ହେଉଛି ଏକ ନୂତନ ଏବଂ ଅନନ୍ୟ ମାର୍ଗ ଯାହା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲ୍‌ଙ୍କ ନିକଟରୁ ଏକ ପିସିଆର୍‌ କଲ୍‌ ଆସିଥିଲା । ଏହି କଲ୍‌ ମାଧ୍ୟମରେ ତା‌ଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି। ଖବର ପାଇବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା।…

ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ, ଅଧିବେଶନ ପୂର୍ବରୁ ସଦନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ରଖୁଛନ୍ତି ଅଭିଭାଷଣ । ପରେ ପରେ ଆଜି ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ବିଶ୍ୱ ଓ ଭାରତର ଅର୍ଥନୀତକୁ ନେଇ…

କଟକ ସବ ରେଜିଷ୍ଟର ଅଫସିରେ ବଡ଼ ଧରଣର ଅଗ୍ନିକାଣ୍ଡ

କଟକ: ଚାନ୍ଦିନୀ ଚୌକରେ ଥିବା ସବରେଜିଷ୍ଟ୍ରାଟ ଅଫିସ ପାଖରେ ଅଗ୍ନିକାଣ୍ଡର ଦୃଶ୍ୟ ସାମ୍ନାକୁ ଆସିଛି । ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଥିବା କଥା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ପହଁଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛି । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା…

ଆଜି ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗ

ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ। ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା। ଏନେଇ ଜେଏମ୍‌ଏଫ୍‌ସି ଭୁବନେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ ହନିଟ୍ରାପ୍‌…