Browsing Category

ଅର୍ନ୍ତଜାତୀୟ

Find the latest World news along with news headline, Breaking news, Latest International News, World Political news, International Political News | Bharathalchal News

ପାକିସ୍ତାନର ଏକାଧିକ ଗାଁ ଦଖଲ କଲା ତାଲିବାନ

ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶର ଏକାଧିକ ଗ୍ରାମକୁ ତେହରିକ୍‌-ଇ-ତାଲିବାନ୍‌ (ଟିଟିପି) ସଂଗଠନ ଦଖଲ କରିଛି। ଖାଇବର ପାଖତୁନଖାୱା ପ୍ରଦେଶରେ ଟିଟିପି ତରଫରୁ ବୁଧବାରରୁ ସାମାରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟିଟିପି ସଦସ୍ୟ ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା।…

ନିର୍ମାଣାଧୀନ ରେଲୱେ ବ୍ରିଜ ଭୁଶୁଡି ୧୭ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ମିଜୋରାମର ଆଇଜୋଲରେ ବୁଧବାର ଏକ ବଡ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ରେଲୱେ ପୋଲ ଭୁଶୁଡି ୧୭ ଶ୍ରମିକଙ୍କ ଜୀବନ ଚାଲି ଯାଇଛି। ଏହି ଅଘଟଣ ସାଇରଙ୍ଗ ଅଞ୍ଚଳରେ ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଘଟଣା ସମୟରେ ଅଞ୍ଚଳରେ ୩୫-୪୦ ଜଣ ଉପସ୍ଥିତ ଥିଲେ। ସଭିଏଁ ପୋଲ ଭୁଶୁଡିବା ପରେ ଏହା…

ଭାରତୀୟ ଜାତୀୟ ପତାକାର ରଙ୍ଗରେ ସୁସଜ୍ଜିତ ଦୁବାଇର ବୁର୍ଜ ଖଲିଫା ଟାୱାର

ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା । ଭାରତୀୟ ତ୍ରିରଙ୍ଗା ପତାକାର ନାରଙ୍ଗୀ ରଙ୍ଗ ବୁର୍ଜ ଖଲିଫା ଟାୱାରର ଉପର ଭାଗରେ ଦୃଶ୍ୟମାନ ହେଉଥିବା ବେଳେ ମଧ୍ୟମ ଭାଗରେ ଧଳା ରଙ୍ଗର ଆଲୋକ ଓ ତଳ ଭାଗ ସବୁଜ ରଙ୍ଗରେ ଆଲୋକତ ହୋଇଥିଲା ।ଏହି ମନୋରମ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ୫ ବର୍ଷ ପାଇଁ ଲଢିପାରିବେନି…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଜେଲ୍ । ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ତାଦେଶ ଦେଲେ କୋର୍ଟ । ୫ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହେବା ସହ ତିନି ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଲେ ପାକିସ୍ତାନ କୋର୍ଟ । ସୂଚନା ଅନୁସାରେ, ଆଜି ଇସଲାମବାଦର ଏକ ଟ୍ରାଏଲ…

ବଦଳିଲା ଟ୍ୱିଟର ଲୋଗୋ: ନୀଳ ପକ୍ଷୀକୁ ଉଡ଼ାଇ ଦେଲେ ଏଲନ୍ ମସ୍କ, ଆସିଲା କଳା ରଙ୍ଗର ‘ଏକ୍ସ”

ଆଜିଠୁ ଲାଗୁ ହେଲା ସୋସିଆଲ ମିଡିଆ ଟ୍ୱିଟରର ନୂଆ ଲୋଗୋ। ଟ୍ବିଟରର ବାର୍ଡ ଲୋଗୋ ପରିବର୍ତ୍ତନ କଲେ ଟ୍ବିଟର ମାଲିକ ଏଲନ ମସ୍କ। ଏମିତି କି ସେ ଟ୍ୱିଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ୱେବସାଇରେ X.com ଟାଇପ କଲେ ଖୋଲିବ ଟ୍ୱିଟର ପେଜ୍। ଟ୍ୱିଟରର ନୀଳ ଚଢ଼େଇ…

ଭୁଶୁଡ଼ି ପଡ଼ିଲା ସ୍କୁଲ୍‌ ଛାତ; ୧୦ ମୃତ

ଉତ୍ତରପୂର୍ବ ଚୀନ୍‌ରେ ଗୋଟାଏ ସ୍କୁଲ୍‌ ଜିମ୍‌ର ଛାତ ଭୁଶୁଡ଼ି ପଡ଼ିବାରୁ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି | ଭିତରେ ଜଣେ ଫସି ରହିଥିବା ନେଇ ଜଣାପଡିଛି। ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରବିବାର ହେଇଲୋଙ୍ଗ୍‌ଜିଆଙ୍ଗ୍‌ ପ୍ରଦେଶ ଅନ୍ତର୍ଗତ କ୍ବିକ୍ବିହାର୍‌ସ୍ଥିତ ୩୪ ନମ୍ବର ମିଡଲ୍‌…

ଜଳିଗଲା ବିମାନ,୯ ମୃତ

ସୁଦାନ:ସୁଦାନରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଯାନ୍ତ୍ରିତ ତ୍ରୁଟି ଯୋଗୁଁ ବେସାମରିକ ବିନାଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି । ସୁଦାନ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣା ଘଟିଥିଲା । ସୂଚନା…

କଟାମୁଣ୍ଡ ଯୋଡିଦେଲେ ଡାକ୍ତର, ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ

ଜଣେ ୧୨ ବର୍ଷର ବାଳକ ସାଇକେଲ ଚଳାଇ ଯାଉଥିବାବେଳେ ଏକ କାର୍‌ ଧକ୍କାଦେବାରୁ ତାଙ୍କ ମୁଣ୍ଡ ବେକରୁ ପ୍ରାୟତଃ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଜଟିଳ ତଥା ଅସାଧାରଣ ଅସ୍ତ୍ରୋପଚାର ବଳରେ କଟାମୁଣ୍ଡକୁ ପିଲା ଦେହରେ ସଫଳତାର ସହ ଲଗାଇଦେଇଛନ୍ତି। ସ୍ଥାନୀୟ…

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଆରମ୍ଭ ହୋଇଛି । ଗୁରୁବାର ଅପରାହ୍ଣ ୪ଟାରେ (ଭାରତୀୟ ସମୟ)ରେ ସେ ପ୍ୟାରିସର ଓ୍ବର୍ଲି ବିମାନବନ୍ଦରରେ ଓହ୍ଲାଇଥିଲେ । ବିମାନବନ୍ଦରରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ…

ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ସମସ୍ତ ୬ ଯାତ୍ରୀଙ୍କ ମୃତ୍ୟୁ

ନେପାଳର ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରୁ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର । ମଙ୍ଗଳବାର ସକାଳେ ହେଲିକାପ୍ଟର ନିଖୋଜ ହୋଇଥିଲା। ଏହାପରେ ମିଳିଛି ମୃତଦେହ। ନିଖୋଜ ହେଲିକାପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି। ଲିଖୁ ପିକେ ଭିଲେଜ କାଉନସିଲ ନିକଟରୁ ମିଳିଛି ଭଗ୍ନାବଶେଷ। ପାହାଡ଼…