Browsing Category

ଜାତୀୟ

Get all the latest national news from Bharathalchal News. Get India politics, entertainment, sports and weather news updates from Bharathalchal News.

ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରପ୍ରଦେଶରେ ଘଟିଥାନ୍ତା ଭୟଙ୍କର ଟ୍ରେନ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କର ଜୀବନ । ଟ୍ରେନ ଦୁର୍ଘଟଣାର ସଂଖ୍ୟା ଏତେ ବଢ଼ିବାରେ ଲାଗିଛି ଯେ, ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ପାଇଁ ଭୟ କରୁଛନ୍ତି । ସୂଚନା ଅନୁସାରେ, ଉତ୍ତରପ୍ରଦେଶ ମଥୁରାରେ ଆସୁଥିବା ଦୁର୍ଘଟଣା…

ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବପିଢିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏହି ଯୁବପିଢିଙ୍କୁ ସରକାରୀ ଚାକିରି ଅଲଗା ଅଲଗା ବିଭାଗରେ ମିଳିଛି । ନୂଆଦିଲ୍ଲୀର ରାୟସିନା ରୋଡ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ମୋଦି ଭିଡିଓ କନଫରେନ୍ସ…

ଭାରତୀୟ ସେନା ହେଲା ଅଧିକ ଶକ୍ତିଶାଳୀ, ବାୟୁସେନାରେ ସାମିଲ ହେଲା C-295 ବିମାନ

ସୋମବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଏବେ ଦ୍ବିଗୁଣିତ ହେଲା ବାୟୁସେନାର ଶକ୍ତି । ଶତ୍ରୁ ଉପରେ ନଜର ରଖି ଆକ୍ରମଣ କରିବା ପାଇଁ ସାମିଲ ହେଲା ନୂଆ ଏୟାରକ୍ରାଫ୍ଟ । ଏୟାରବିମାନର ମୁଖ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ । ଉତ୍ତରପ୍ରଦେଶର ହିଣ୍ଡନ…

ସ୍କୁଲ ବସ ସହ ଅଟୋର ମୁହାଁମୁହିଁ ଧକ୍କା : ୫ ମୃତ

କେରଳର କାସାରାଗୋଡରେ ସ୍କୁଲ ବସ୍‌ ଏବଂ ଅଟୋ ରିକ୍ସା ଧକ୍କା ହୋଇ ଚାଲିଯାଇଛି ୪ ଜଣ ମହିଳା ସମେତ ୫ ଜଣଙ୍କ ଜୀବନ । ପୋଲିସ ସୂଚନା ମୁତାବକ, ବସ୍‌ଟି ପିଲାଙ୍କୁ ସ୍କୁଲରୁ ଘରେ ଛାଡି ଆସିବା ସମୟରେ ଅଟୋ ସହିତ ଧକ୍କା ହୋଇଥିଲା, ଫଳରେ ଏହି ଦୁର୍ଘଟଣା ଘଟିଛି । ଖବର ଅନୁସାରେ,ବସ୍‌ଟି ପିଲାଙ୍କୁ…

ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍, ଆସନ୍ତାକାଲି ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତରେ ପୁଣି ଗଡିବ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଦିନକୁ ଦିନ ଯୋଗାଯୋଗକୁ ସହଜ ଓ ସରଳ କରିବା ପାଇଁ ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳକୁ ବୃଦ୍ଧି କରାଯାଉଛି । ସୂଚନା ଅନୁସାରେ, ରବିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଟ୍ରେନକୁ ଶୁଭାରମ୍ଭ କରିବେ ।…

ହିନ୍ଦୁମାନଙ୍କୁ ତୁରନ୍ତ ସ୍ୱଦେଶ ଫେରିବାକୁ ଧମକ ଦେଇ ଅଡୁଆରେ ପନ୍ନୁ, ଏନଆଇଏ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କାନାଡାରେ ରହି ଭାରତ ବିରୋଧରେ ବିଷ ଓଗାଳୁଥିବା ପନ୍ନୁର ପଞ୍ଜାବ ଏବଂ ଚଣ୍ଡିଗଡ଼ ସ୍ଥିତ ସମ୍ପତ୍ତି ଜବତ କରିଛି ଏନଆଇଏ । ପ୍ରତିବନ୍ଧିତ ସଂଗଠନ ଶିଖ୍ ଫର…

ବିଭିନ୍ନ ପୂଜା ମଣ୍ଡପ ବୁଲି ଗଜାନନ ଙ୍କ ଆଶୀର୍ବାଦ ଲାଭ କଲେ ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ

ବେଗୁନିଆପଡା, (ଦେବାଶିଷ ମହାରଣା):ବିଘ୍ନ ବିନାଶକ ଶ୍ରୀ ଗଜାନନ ଙ୍କ ପୂଜା ଉତ୍ସବ ରାଜ୍ୟ ର ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର, କୋଦଳା, ବେଗୁନିଆପଡା ସମେତ ବହୁ ସ୍ଥାନରେ…

ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଓ ୩ ଝିଅକୁ କୀଟନାଶକ ପିଆଇଲା ସ୍ୱାମୀ

ଏକବିଂଶ ଶତାବ୍ଦୀରେ ବି ଯାଇନି କୁପ୍ରଥା। ବର୍ତ୍ତମାନ ଝିଅମାନେ ଉନ୍ନତି କରିଲେଣି କିନ୍ତୁ ଆଜିଯାଏ ଲୋକଙ୍କ ମନରୁ ପୁଅର ଆଶା ଯାଉନି । ପୁଅ ପାଇଁ  ସ୍ତ୍ରୀ ଓ ଝିଅକୁ ହତ୍ୟା ଉଦ୍ୟମ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗରେ । ପୁଅ ନହେବାରୁ ସ୍ତ୍ରୀ କୁ ଦାୟୀ କରି ହତ୍ୟା  ଉଦ୍ୟମ କଲା…

ଭାରସାମ୍ୟ ହରାଇ କେନାଲ୍‌କୁ ଖସିଲା ବସ୍‌, ୮ ଯାତ୍ରୀ ମୃତ, ୧୦ରୁ ଅଧିକ ଆହତ

ପଞ୍ଜାବରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଭାରସ୍ୟାମ ହରାଇ କେନାଲକୁ ଖସିପଡିଥିଲା ଯାହା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ଏକ ଘରୋଇ ବସ ମୁକ୍ତସରରୁ କୋଟକପୁରା ଅଭିମୁଖେ ଯାତ୍ରା କରୁଥିଲା । ଯାତ୍ରା କରୁଥିବା ସମୟରେ…

କାନାଡା ହାଇ କମିଶନରଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଲା ଭାରତ

ଜଣେ ବରିଷ୍ଠ କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ । ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ ହୋଇଛି । ଆଭ୍ୟନ୍ତରୀଣ ବ୍ୟାପାର ଓ ଭାରତ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ହୋଇଥିବା ସୂଚନା ମିଳିଛି । କାନାଡ଼ା ହାଇ କମିଶନରଙ୍କୁ ସମନ ପରେ ଏହି…