Browsing Category
ମନୋରଞ୍ଜନ
Get latest entertainment news, upcoming movies, new releases, music songs of Bollywood, Tollywood and TV Serials from Bharathalchal News.
ବଢିଲା କଣ୍ଠ ଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ: ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍
କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର । ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ସୌରୀନଙ୍କୁ ପାଉନି ପୋଲିସ। କୋଲକତା ପୋଲିସ ସହାୟତାରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏନେଇ କଟକରୁ କୋଲକାତା ଯାଇଥିଲେ ୪ଜଣିଆ ପୋଲିସ ଟିମ୍ ।
ସୌରୀନଙ୍କ…
ସିନେମା ଛାଡି ରାଜନୀତିରେ ପାଦ ଦେବେ ସାଉଥ୍ ସୁନ୍ଦରୀ ସମନ୍ଥା !
ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ସିନେମାର ଗ୍ଲାମରର୍ସ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ଦମ୍ଦାର ଅଭିନୟ ପାଇଁ ବେଶ ଲୋକପ୍ରିୟତା ସାଉଁଟିଛନ୍ତି। ସାମନ୍ଥା ଉଭୟ ରିଲ ଓ ରିଅଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ନିକଟରେ ତାଙ୍କୁ ନେଇ ଏକ ଖବର ଚର୍ଚ୍ଚା ଜୋର ଧରିଛି। ଏହି ଖବରଟି…
ବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା ପାଳିତ ।
ବ୍ରହ୍ମପୁର, ୬/୯ (ଅଭିଜିତ କର): ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡର ବଡ ବଜାର ଜେନା ସାହିର ଶ୍ରୀ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା ପାଳନ ହୋଇଛି। ମନ୍ଦିର ତଥା ସାହି କମିଟିର ସଭାପତି ଶ୍ରୀ ପ୍ରସନ୍ନ…
ଗୁରୁ ଦିବସରେ ମହାନ ସଂଘର ନିଆରା କାର୍ଯ୍ୟକ୍ରମ ଗୁରୁ ବନ୍ଦନା ମହୋତ୍ସବ ।
ବ୍ରହ୍ମପୁର, ୫/୯ (ଅଭିଜିତ କର): ପବିତ୍ର ଗୁରୁ ଦିବସ ଅବସରରେ ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଙ୍ଘ ପକ୍ଷରୁ ଟାଉନ ହଲ ପରିସରରେ ଏକ ସ୍ବତନ୍ତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମାଜସେବୀ ତଥା ସଂଘର ସଭାପତି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ସଂକଳ୍ପ ସିନିୟର ସେକେଣ୍ଡେରୀ ସ୍କୁଲର ପ୍ରତିଷ୍ଠା ଉତ୍ସବରେ ଗୁରୁ ଦିବସ ପାଳିତ ।
ବ୍ରହ୍ମପୁର, ୫/୯ (ଅଭିଜିତ କର): ସଂକଳ୍ପ ସିନିୟର ସେକେଣ୍ଡେରୀ ବିଦ୍ୟାଳୟ ରାଲବରେ ଗୁରୁ ଦିବସ ଅବସରରେ ୧୬ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଛି । ଉକ୍ତ ସମାହୋରରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀ ଜେ ସୋଜାଲ୍ ଯୋଗଦେଇ ଥିବାବେଳେ, ସମ୍ମାନିତ…
ମଲାୟଲମ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଆତ୍ମହତ୍ୟା
ମଲୟାଲମ୍ ଚଳଚ୍ଚିତ୍ର ଓ ଟେଲିଭିଜନ୍ ଧାରାବାହିକୀ (ସିରିଏଲ୍) ଅଭିନେତ୍ରୀ ଅପର୍ଣ୍ଣା ପି. ନାୟର୍ଙ୍କୁ ଫାଶୀ ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି। ଅଳ୍ପ କେତୋଟି ଚଳଚ୍ଚିତ୍ର ଏବଂ ଅସଂଖ୍ୟ ସିରିଏଲ୍ରେ ଅଭିନୟ କରିଥିବା ୩୩ ବର୍ଷୀୟ…
ସୁଟିଂ ବେଳେ ଅଘଟଣ: ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଶ୍ରେୟାନ ଓ ଭୂମିକା
ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। ଯବାନ ପରିବାରର ସଂଘର୍ଷ କାହାଣୀ ଉପରେ ଆଧାରିତ ଫିଲ୍ମ ଅପରେସନର ସୁଟିଂ ବେଳେ ଘଟିଛି ଏକ ବଡ ଅଘଟଣ । କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ…
ଅଡ଼ୁଆରେ କିଙ୍ଗ୍ ଖାନ୍ ! ଘର ଆଗରେ ବିକ୍ଷୋଭ, ସୁରକ୍ଷା ବ୍ୟବସ୍ଥା ବଢ଼ାଇଲା ପୋଲିସ
ମୁମ୍ବାଇ: ଖୁବଶୀଘ୍ର ଆସୁଛି ଶାହରୁଖ ଖାନଙ୍କ ଫିଲ୍ମ 'ଜବାନ' । ସେପ୍ଟେମ୍ବର ୭ ତାରିଖରେ ବଲିଉଡ୍ କିଙ୍ଗ୍ ଖାନଙ୍କ ଏହି ମୁଭି ମୁକ୍ତିଲାଭ କରିବାକୁ ଯାଉଛି । ଇତି ମଧ୍ୟରେ ଶାହରୁଖଙ୍କ ବଙ୍ଗଳା 'ମନ୍ନତ' ସମ୍ମୁଖରେ ଏକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଅନଲାଇନ୍ ଜୁଆ ଏବଂ…
ପ୍ରିନ୍ସ ଡେନ୍ସ ଗୃପର ୧୪ତମ ବିଜୟୀ ବାର୍ଷିକ ଉତ୍ସବ ପାଳିତ ।
ଗୋପାଳପୁର, ୨୨/୮ (ଅଭିଜିତ କର): ଗୋପାଳପୁର ସ୍ଥିତ ଆର୍ଟ କଲେଜରେ ଆଜି ସନ୍ଧ୍ୟାରେ ପ୍ରିନ୍ସ ଡେନ୍ସ ଗୃପର ୧୪ତମ ବିଜୟୀ ବାର୍ଷିକ ଉତ୍ସବ ପାଳନ ହୋଇଛି । ପ୍ରିନ୍ସ ଡେନ୍ସ ଗୃପର ମୁଖ୍ୟ ତଥା ପ୍ରତିଷ୍ଠାତା ଟି. କ୍ରୀଷ୍ଣା ମୋହନ ରେଡିଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ବ୍ରହ୍ମପୁରରେ ଜେ ଏଣ୍ଡ ଟି ଜେମ୍ସ ଜୁଏଲେରି ଶୋ ରୁମର ଶୁଭ ଉଦ୍ଘାଟନ କଲେ ସାଂସଦ ଓ ବିଧାୟକ ।
ବ୍ରହ୍ମପୁର, ୧୦/୮ (ଅଭିଜିତ କର): ଓଡ଼ିଶାରେ ସୁନା ଅଳଙ୍କାରର ସୁନାମ ଧନ୍ୟ ବ୍ରାଣ୍ଡେଡ ଶୋ ରୁମ୍ ଜେ ଏଣ୍ଡ ଟି ଜେମ୍ସ ଜୁଏଲେରି ଆଜି ବ୍ରହ୍ମପୁର ବଡ଼ ବଜାରରେ ତାର ତୃତୀୟ ଜୁଏଲରୀ ଫ୍ଲାଗସିପ ଶୋ ରୁମର ଶୁଭ ଉଦ୍ଘାଟନ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ…