Browsing Category
ରାଜନୀତି
Get latest update on odisha politics news and India political news updates, top politics news, today’s politics news, politics news india, top politics news on Bharathalchal News.
ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଛି: ମୋଦୀ
ସନାତନ ଧର୍ମ ସମ୍ପର୍କରେ ଡିଏମ୍କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଆପତ୍ତିଜନକ ମନ୍ତବ୍ୟ ଦେବାପରେ ଏହାକୁ କେନ୍ଦ୍ରକରି ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସଂପ୍ରତି ପ୍ରଚାର ଅଭିଯାନରେ ମଧ୍ୟପ୍ରଦେଶ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ନେଇ…
ଚନ୍ଦ୍ରବାବୁଙ୍କ ସହ ମେଣ୍ଟ କରିବା ନେଇ ଘୋଷଣା କଲେ ପୱନ କଲ୍ୟାଣ
ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହିତ ମେଣ୍ଟ କରିବ ଜନସେନା ପାର୍ଟି | ଏନେଇ ଆଜି ତେଲୁଗୁ ସୁପରଷ୍ଟାର ତଥା ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ସକ୍ରିୟ ଥିବା ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି…
ଅକ୍ଟୋବର ୩୧ ସୁଦ୍ଧା “ମୋ’ ମାଟି – ମୋ’ ଦେଶ” କାର୍ଯ୍ୟକ୍ରମ ବୁଥ୍ ସ୍ତରରେ କରିବାକୁ…
• ରାଜ୍ୟ କମିଟିର ଗଞ୍ଜାମ ଗସ୍ତ, ସାଙ୍ଗଠନିକ ବୈଠକ ଓ କଳସ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ।
• ଘର ବାହୁଡ଼ା ହେଲେ ଜିଲ୍ଲା ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଏସ୍.ରାଣୀ ।
• ପୁଣି ରାଜ୍ୟ ସଭାପତିଙ୍କ ସମ୍ମୁଖରେ ଦୁଇ ଦଳୀୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାମୁହିଁ ।
…
ସନାତନ ଧର୍ମକୁ ବିରୋଧ କରି ଫସିଲେ ଉଦୟନିଧି: ଡିଏମକେ ନେତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ
ୟୁପି, ଦିଲ୍ଲୀ ପରେ ମହାରାଷ୍ଟ୍ର ପୋଲିସ ତାମିଲାନାଡୁ ମନ୍ତ୍ରୀ ତଥା ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ କରିଛି । ସନାତନ ଧର୍ମ ବିରୋଧରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଏହି ମାମଲା ରୁଜୁ ହୋଇଛି । ମଙ୍ଗଳବାର ରାତି ୧୧ଟାରେ ମୀରା…
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା
ବ୍ରହ୍ମପୁର, ୧୧/୯ (ଅଭିଜିତ କର): ଆସିକା ରୋଡ ତାଲୁକା ଠାରେ ହିନ୍ଦ ମଜଦୁର ସଭା ଜିଲ୍ଲା ଉପ ସଭାପତି ତଥା ମସିହାଖାଲି ପୂର୍ବତନ ସରପଞ୍ଚ ନରସିଂହ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା । ଏଥିରେ…
ବିଜେଡି ଉପସଭାପତି ପଦ ହରାଇବା ପରେ ସୌମ୍ୟଙ୍କ ପ୍ରତିକ୍ରିୟା; କହିଲେ, ‘ନବୀନଙ୍କ ହସ୍ତଖତ ଅସଲି ନା ନକଲି…
ରାଜ୍ୟ ସରକାର ତଥା ୫ଟି ସଚିବଙ୍କୁ ଟାର୍ଗେଟ କରୁଥିବା ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୁହଁ ବନ୍ଦ ପାଇଁ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି । ଏହା ସତ୍ତ୍ୱେ ଚୁପ୍ ହୋଇନାହାନ୍ତି ସୌମ୍ୟ। ବହିଷ୍କାର ନିର୍ଦ୍ଦେଶନାମାରେ ଥିବା ବିଜେଡି…
ବିଜେଡିର କାର୍ଯ୍ୟାନୁଷ୍ଠାନ, ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ
ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡି ପକ୍ଷରୁ ଜାରି କରାଯିବା ସହିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି । ସୂଚନା ଥାଉ କି, ଲଗାତାର କିଛି…
୨୫୦ କୋଟି ଦୁର୍ନୀତି ମାମଲା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ । ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରରୁ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ…
ଓଡ଼ିଶାକୁ ୨୪ ବର୍ଷର ଶାସନରେ କେବଳ ନିର୍ଯାତନା ମିଳିଛି – ପର୍ଯ୍ୟବେକ୍ଷକ ବାହିନୀପତି ।
• ମିଛୁଆ, ଅହଙ୍କାରୀ ଓ ଭ୍ରଷ୍ଟାଚାରୀ ସରକାରଙ୍କ ବିରୋଧରେ ଏହି ଭାରତ ଯୋଡ଼ ପଦଯାତ୍ରା - ରମେଶ ଜେନା ।
ବ୍ରହ୍ମପୁର, ୭/୯ (ଅଭିଜିତ କର): ଦେଶବାସୀଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଐତିହାସିକ "ଭାରତ ଯୋଡ଼" ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ…
କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ନିଲମ୍ବିତ
କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ହେଉଛନ୍ତି ମନ୍ମଥ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ…