Browsing Category
ଖେଳ
Read the latest Sports News Today, Top Headlines, Live Updates on Cricket, Hockey, Tennis, Football, IPL 2021, Worldcup, Olympic, and many more sports coverages.
୪ ବର୍ଷ ବାସନ୍ଦ ହେବା ପରେ ଦୂତୀଙ୍କ ଖୁଲାସା, କହିଲେ- ମୋତେ ହୋଇଥିଲା କ୍ୟାନସର
ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ଓ୍ବାନ କ୍ୟାନସରରେ ଥିଲେ ପୀଡ଼ିତ । ତେବେ ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ତେବେ ଔଷଧ ଖାଇବା ପରେ କମିଥିଲା ଯନ୍ତ୍ରଣା । କିନ୍ତୁ ଡୋପିଂ ଟେଷ୍ଟରେ…
ଡୋପ୍ ଟେଷ୍ଟରେ ବିଫଳ : ୪ ବର୍ଷ ବାସନ୍ଦ ହେଲେ ଧାବିକା ଦୂତି ଚାନ୍ଦ
ଦୂତିଙ୍କ ଉପରେ ୪ ବର୍ଷ ବ୍ୟାନ୍ । ଆଥଲେଟ୍ ଦୂତି ଚାନ୍ଦ ୪ ବର୍ଷ ପାଇଁ ବାସନ୍ଦ । ଡୋପ୍ ଟେଷ୍ଟରେ ଫେଲ ମାରିଲେ ଦୂତି । ଦଣ୍ଡାଦେଶ ଚଳିତ ବର୍ଷ ଅର୍ଥାତ୍ ୨୦୨୩ ଜାନୁଆରୀ ୩ ତାରିଖରୁ ଲାଗୁ ହୋଇଛି । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି । ସିଲେକଟିଭ୍…
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜୁଲାଇ ମାସରେ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ସିରିଜ୍ ଆୟୋଜନ ହେବ। ଏଥିପାଇଁ ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏଥର ଅନେକ ନୂଆ ନାଁ ଦଳରେ ସାମିଲ ହୋଇଛନ୍ତି। ଭାରତୀୟ ୱିକେଟ୍କିପର ସଞ୍ଜୁ ସାମସନଙ୍କୁ ପୁଣିଥରେ ଦିନିକିଆ ଦଳରେ ସୁଯୋଗ…
ଆଜିଠାରୁ ଆରମ୍ଭ ହେବ ଆଇପିଏଲ୍ ମହାସମର
ଅହମ୍ମଦାବାଦ : ଆଜିଠାରୁ ଆରମ୍ଭ ହେବ ଆଇପିଏଲ୍ ମହାସମର । ମହାଯୁଦ୍ଧର ଏହି ମହା ପର୍ବରେ ସାମିଲ ହେବେ ଏନେକ ରଥି ମହାରଥୀ ଓ ସୈନ୍ୟ ସାମନ୍ତ। ତେବେ ଆଜି ୨୦୨୩ ଆଇପିଏଲ୍ ମହାସମରର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। । ବିଶ୍ୱର ଏହି ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଘରୋଇ…
ଜାତୀୟ ମହିଳା ଖୋଖୋ ଖେଳାଳି ବେକରେ ରସି ଲଗାଇ ହାରିଲେ ଜୀବନ, କାରଣ ଅସ୍ପଷ୍ଟ
କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟା ଧନୁର୍ଯ୍ୟୟପୁର ଠାରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି ଜାତୀୟ ସ୍ତରର ଖୋଖୋ ଖେଳାଳି ୧୭ ବର୍ଷୀୟ ମନିକା ନାଏକ। ମୃତକ ଖୋଖୋ ଖେଳାଳି ଉଖୁଣ୍ଡା କଲେଜ ଠାରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ, ଜାତୀୟ ଜୁନିଅର ମହିଳା ଖୋ ଖୋ ଦଳରେ ସାମିଲ ହୋଇଥିଲେ। ବିଭିନ୍ନ…
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍
ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦେଲା କମିଶନରେଟ ପୋଲିସ୍। ପୋଷ୍ଟମର୍ଟମ,ଭିସେରା ରିପୋର୍ଟ ଆଧାରରେ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ କରିଛି ପୋଲିସ୍। ୨୦୨୨ ପେବୃଆରୀରେ ଏକ ଆପାର୍ଟମେଣ୍ଟରେ…
ଆଇପିଏଲ୍ର ୧୬ତମ ସିଜନର କାର୍ଯ୍ୟସୂଚୀ ଜାରି; ମୋଟ ଖେଳାଯିବ ୭୪ଟି ମ୍ୟାଚ୍
ଘଟିଲା ଅପେକ୍ଷାର ଅନ୍ତ । ଘୋଷଣା ହେଲା ଆଇପିଏଲ ଖେଳସୂଚୀ । ଶୁକ୍ରବାର ଆଇପିଏଲ 2023ର ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଆଇପିଏଲର ପ୍ରଥମ ମ୍ୟାଚ୍ 31 ମାର୍ଚ୍ଚରେ ଖେଳାଯିବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ବିପାକିଖ ସିରିଜ ଶେଷ ମ୍ୟାଚ୍ ମାର୍ଚ୍ଚ 22ରେ ଶେଷ…
ବିବାଦୀୟ ବୟାନ ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଛନ୍ତି। ନିକଟରେ ଏକ ଷ୍ଟିଙ୍ଗ ଭିଡିଓକୁ ନେଇ ବିବାଦରେ ଆସିଥିଲେ ଚେତନ ଶର୍ମା। ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଏହି…
ଆରିସିବିରେ ଯୋଡି ହେଲେ ସାନିଆ ମିର୍ଜା, ମିଳିଲା ଗୁରୁ ଦାୟିତ୍ୱ
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ଅକ୍ସନ ମଧ୍ୟ ଶେଷ ହୋଇଛି । ପ୍ରତ୍ୟେକ ଫ୍ରାଞ୍ଚାଇଜି ଚମ୍ପିଆନ ଖେଳାଳିମାନଙ୍କୁ ନିଜ ନିଜର ଦଳରେ ସାମିଲ କରି ସାରିଛନ୍ତି । ଭାରତର ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ଆରସିବି କ୍ୟାମ୍ପରେ ଯୋଗ…
ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ଅଧିନାୟକ ଭାର କାନ୍ଧେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ନିଜ ବିବାହ ପାଇଁ ଉଦୟପୁରକୁ ବାଛିଛନ୍ତି । ଭାଲେଣ୍ଟାଇନ୍ସ ଡେ'ର ବିଶେଷ ଉତ୍ସବରେ ପାଣ୍ଡ୍ୟା ଏବଂ ନତାଶା…