Browsing Category

ରାଜ୍ୟ

Get the latest and breaking news on Odisha. Get the latest updates on politics, events, entertainment, food, sports, Odisha news and weather from Bharathalchal News.

ଗାଁ ଶ୍ୱାସନରେ ଯବାନକୁ ଶେଷ ସାଲମ

ଧରାକୋଟ-ଏହି କେଇ ଦିନ ତଳେ ଜାନୁଆରୀ 26 ପେରଡ଼ରେ ସାମିଲ ହୋଇଥିଲେ ଯବାନ ସୌଦାଗର ବିଶ୍ୱାଳ । ଆଜି ଆଉ ସେ ନାହାନ୍ତି। ଗାଁ ଶ୍ୱାସନରେ ତାଙ୍କର ଜୁଇ ଜଳୁଛି। ଭାଗ୍ୟର ବିଡ଼ମ୍ବନା କେମିତି ଯେ ଦେଢ଼ ମାସର ପୁଅକୁ ଦେଖିବା ପାଇଁ ନିଜ ଗାଁ ଜଗମୋହନ କୁ ଫେରୁଥିଲେ ସୌଦାଗର । କିନ୍ତୁ ସେ ସ୍ୱପ୍ନ ସବୁ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରାଗଲା ଏୟାରଲିଫ୍ଟ, ଝାରସୁଗୁଡାରୁ ଭୁବନେଶ୍ବର ଏୟାରଲିଫ୍ଟ

ବ୍ରଜରାଜନଗର:  ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରସୁଗୁଡାର ହସ୍ପିଟାଲରୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରି ଅଣାଯାଉଛି। ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡା ଏୟାରପୋର୍ଟ ଅଣାଯାଇଛି। ସେଠାରୁ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ…

ଭୁବନେଶ୍ବରରୁ – ଜାମସେଦପୁରକୁ ଉଡିବ ବିମାନ

ଜାନୁଆରୀ ୩୧ରୁ ଭୁବନେଶ୍ବରରୁ – ଜାମସେଦପୁରକୁ ଉଡିବ ବିମାନ। ଇଣ୍ଡିଆ ୱାନ ଏୟାର ୨ ଟି ମାର୍ଗ ଭୁବନେଶ୍ବରରୁ ଜାମସେଦପୁର ଓ ଜାମସେଦପୁରରୁ କଲିକତା ଯୋଗ କରିବାକୁ ଯାଉଛି। ଭୁବନେଶ୍ବରରୁ ଜାମସେଦପୁର ଟିକେଟ ଦର ୨୯୯୯ ଟଙ୍କା, ଜାମସେଦପୁରରୁ କଲିକତା ୧୦୯୯ ଟଙ୍କା, କଲିକତାରୁ ଜାମସେଦପୁର ୧୦୯୯…

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁଳି କରିଛନ୍ତି ପୋଲିସ ASI

ଭୁବନେଶ୍ୱର:ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଏୟାରଲିଫ୍ଟିଂ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଚି। ବ୍ରଜରାଜନଗରରେ ଗୁଳିମାଡ଼…

ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ

ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇଲା ବିଶ୍ବର ସବୁଠାରୁ ଅଧିକ ସିଟ ଥିବା ବଡ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ଷ୍ଟାଡିୟମ। ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିବା ସହ ଓଡିଶାବାସୀଙ୍କୁ ଜଣାଇଛନ୍ତି ଶୁଭେଛା। ସମସ୍ତଙ୍କର ପ୍ରୟାସ, ସହଭାଗୀତା ଓ ଏକ ହୋଇ କାମ…

Big Breaking: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଛାତିରେ ବାଜିଛି ଗୁଳି

ଭୁବନେଶ୍ୱର: ରାଜ୍ୟର ବଡ ଦୁର୍ଘଟଣା। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଆକ୍ରମଣ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ କଲେ ଦୁର୍ବୃତ୍ତ। ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ମନ୍ତ୍ରୀଙ୍କ…

ଅଙ୍ଗରଗାଁ ଠାରେ ଇଣ୍ଟରନ୍ୟାସନାଲ ଗୋଡିୟ ବେଦାନ୍ତ ପବ୍ଲିକ ସ୍କୁଲର ନୂତନ କୋଠା ଉଦ୍ଘାଟିତ

ବେଗୁନିଆପଡା: ଏହି ବ୍ଲକ ଅନ୍ତର୍ଗତ ଅଙ୍ଗରଗାଁ ଠାରେ କ୍ରିଷ୍ଣା କନହେୟା ଚିଲଡ୍ରେନ ଏକାଡେମୀ ସହବନ୍ଧିତ ଇଣ୍ଟରନ୍ୟାସନାଲ ଗୋଡିୟ ବେଦାନ୍ତ ପବ୍ଲିକ ସ୍କୁଲ ର ନୂତନ କୋଠା ଉଦ୍ଘାଟିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ଅତିଥି ଭାବେ…

କୋଦଳା ଏନଏସି ବୈଠକରେ ପୁଣି ରାଜନୈତିକ ବିବାଦ, ଗଣତନ୍ତ୍ରକୁ ହତ୍ୟା କରାଯାଉଛି : ଅଧ୍ୟକ୍ଷ

କୋଦଳା :ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ସାଧାରଣ ବୈଠକରେ ପୁଣି ଥରେ ହୋ ହାଲ୍ଲା ଦେଖିବାକୁ ମିଳିଛି। ପୂର୍ବ ବୈଠକରେ ବିଭିନ୍ନ ବାଦ ବିବାଦକୁ ନେଇ ବୈଠକ ବନ୍ଦ ହୋଇଯାଇଥିବା ବେଳେ ଆଜି ପୁଣିଥରେ ବୈଠକରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଉକ୍ତ ଏନ୍‌ଏସିରେ ବିଜେପିର ଅଧ୍ଯକ୍ଷ ସମେତ ୮…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ବ୍ରଜରାଜନଗର  ଗାନ୍ଧି ଛକରେ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲା ବେଳେ ଗୁଳିମାଡ଼ ହୋଇଛି ବୋଲି ସୂଚନା ମିଳିଛି । ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମନ୍ତ୍ରୀ ନବଦାସଙ୍କୁ ମେଡିକାଲକୁ…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

ବେଲଗୁଣ୍ଠା; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠାନ ଅଧ୍ୟକ୍ଷା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ 19 ଜଣ ଅଭିଭାବକ ଅଂଶଗ୍ରହଣ କରି ଅନୁଷ୍ଠାନର ପ୍ରଚଳିତ ଶିକ୍ଷା…