Browsing Category

ରାଜ୍ୟ

Get the latest and breaking news on Odisha. Get the latest updates on politics, events, entertainment, food, sports, Odisha news and weather from Bharathalchal News.

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ମାନଙ୍କୁ ଡିଜିଟାଲ ତାଲିମ କାର୍ଯ୍ୟକ୍ରମ

ଧରାକୋଟ18/09: ରାଜ ସରକାର ରାଜ୍ୟବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହି ସବୁ ଲୋକପ୍ରିୟ ଯୋଜନା ଗୁଡ଼ିକର ସଫଳ ରୂପାୟନ ସହ ଏହାର ସୁଫଳ ଯେପରି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ବିଜୁ ଜନତା ଦଳ ତରଫରୁ ସକ୍ରିୟ ସଦସ୍ୟ…

ବାଲୁଗାଁ ବାଇପାସ ଠାରେ ସଡ଼କ ଦୁର୍ଘଟଣା, ଜଣେ ଆହତ

ବାଲୁଗାଁ,18/09:ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବାଇପାସରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି। ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ କାର ଯାଉଥିବା ବେଳେ ବାଲୁଗାଁ ବାଇପାସ ଠାରେ ଏକ…

ନୂଆଖାଇ ପରଦିନ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ଛୁଟି

ନୂଆଖାଇ ପରଦିନ ପଶ୍ଚିମ ଓଡିଶାର ୨ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ସମ୍ବଲପୁର, ବରଗଡ ଜିଲ୍ଲାରେ ୨୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ ଉପଖଣ୍ଡ ମଧ୍ୟ ୨୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଥିବା ସୂଚନା ରହିଛି ।  ୨ ଜିଲ୍ଲା ଓ ସୁନ୍ଦରଗଡ ପାଇଁ ଛୁଟି ଘୋଷଣା କଲେ…

11 ଦିନରେ ଶିକ୍ଷକ ଆନ୍ଦୋଳନ, ସ୍କୁଲରେ ପାଠ ପଢା ଠପ୍…

ଶିକ୍ଷକ ଆନ୍ଦୋଳନକୁ ଆଜି ୧୧ ଦିନ ହୋଇଗଲା । ହେଲେ ୩ ଦଫା ଦାବି ପୂରଣ ଜିଦରେ ଏ ଯାଏଁ ଅଟଳ ରହିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଏହାରି ଭିତରେ ଆଜି ଆନ୍ତଃ ମନ୍ତ୍ରିସ୍ତରୀୟ ଆଲୋଚନାକୁ ଶିକ୍ଷକ ସଂଘକୁ ଡାକରା ଆସିଥିଲା । ଅପରାହ୍ନ ଗୋଟାଏରେ ଆଜି ଶିକ୍ଷକଙ୍କ 3 ଦଫା ଦାବି ଉପରେ ଆଲୋଚନା ପାଇଁ…

ପାଣିପାଗ ଖବର: ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା, ପ୍ରବଳ ବର୍ଷବ

ଆଗାମୀ ୪୮ ଘଣ୍ଟାରେ ହେବ ଲଘୁଚାପ! । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏବେ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ…

ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର

ଚିଲିକା। ୧୮/୦୯ ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବ୍ରାହ୍ମଣକୁଷଡିହ ଛକଠାରେ ଏକ ଯୁବତୀ ଅଚେତ ଅବସ୍ଥାରେ ଦୀର୍ଘ ସମୟ ଧରି ପଡିରହିଥିବାର ଜଣାପଡିଛି । ସେହି ରାସ୍ତାଦେଇ ଲୋକେ ଯାଉଥିବା ବେଳେ କେହି ହେଲେ ତା ପ୍ରତି ନଜର ନ ଦେବା ଅମାନବୀୟ ଘଟଣା ପରିଲକ୍ଷିତ ହୋଇଛି l ସମାଜସେବୀ କାଳୁ…

ଲୋନ୍ ଠକେଇ ମାମଲା; ସମ୍ବାଦ ଅଫିସରେ EOW ଚଢାଉ

ଆଜି ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ଇଓଡବ୍ଲୁ ଟିମ୍ ପହଞ୍ଚିଛି। ଲୋନ ଠକେଇ ଅଭିଯୋଗ ନେଇ ଇଓଡବ୍ଲୁ ଟିମ୍ ଯାଞ୍ଚ କରିବାକୁ ପହଞ୍ଚିଥିବା ସୂଚନା ମିଳିଛି । ୩ଟି ଟିମ୍‌ରେ ୧୨ ଜଣ ଅଫିସର ଓ କମିଶନରେଟ୍‌ ପୋଲିସ ଏଥିରେ ସାମିଲ ଅଛନ୍ତି । ଏହା ପୂର୍ବରୁ…

ଟ୍ରକ୍‌ ସହ କାର ମୁହାଁମୁହିଁ ଧକ୍କା, ୪ ମୃତ ଓ ଜଣେ ଗୁରୁତର

ତିଗିରିଆ: ତିଗିରିଆ ନୂଆସଡ଼କ ଛକରେ ସୋମବାର ଦିନ ପ୍ରାୟ ୩ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ…

ବିଷାକ୍ତ ଖାଦ୍ୟ ଖାଇ ମା’ ସହ ୨ ପୁଅଙ୍କ ମୃତ୍ୟୁ

ବିଷାକ୍ତ ଖାଦ୍ୟ ଖାଇ ୩ ମୃତ । ବନ୍ଦ ଘର ଭିତରୁ ଉଦ୍ଧାର ହେଲା ମୃତଦେହ। ମାଆ ଓ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଗଞ୍ଜାମ ଶେରଗଡ଼ ଶ୍ରୀରାମ ନଗରରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ କପରି ହେଲା କାରଣ ଅସ୍ପଷ୍ଟ ରହିଛି । ମୃତକ…

ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

କଟକ ଶିଖରପୁର ଜାତୀୟ ରାଜପଥରେ ଓଲଟିଛି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ । ସୂଚନା ଅନୁସାରେ, ଆଜି ସକାଳ ସମୟରେ ଖୋର୍ଦ୍ଧା ଜଟଣୀରୁ କେନ୍ଦ୍ରାପଡା ଯାଉଥିଲା ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ। ଏହି ଟ୍ରକରେ ଥିଲା ପ୍ରାୟ ଦୁଇ ଶହରୁ ଅଧିକ ଗ୍ୟାସ ସିଲିଣ୍ଡର । ଏହି ଘଟଣାଟି  ଶିଖରପୁର ଅଞ୍ଚଳରେ…