ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବାସ୍ତୁ ହିସାବରେ ଆପଣ ମାନେ କେବେ ବି ଶୋଇବା ସମୟରେ ଏମିତି ଭୁଲ କରନ୍ତୁ ନାହିଁ ଯେଉଁ ଥି୍ରେ ଆପଣ ମାନଙ୍କ ପିଛା କେବେ ବି ଦାରିଦ୍ରତା ଛାଡିବ ନାହିଁ । କେତେ ଥର ମଣିଷ ଏମିତି ଛୋଟ ଛୋଟ ଭୁଲ ପାଇଁ ସେମାନଙ୍କୁ ପରେ ପସ୍ତେଇବା ପାଇଁ ପଡେ ତେବେ ସେମିତି ଭୁଲ ଆପଣ ମାନେ କେବେ କରନ୍ତୁ ନାହିଁ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଭୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ଏହି ଭୁଲ ମଧ୍ୟ ରୁ ପ୍ରଥମ ଭୁଲଟି ହେଲା ବ୍ୟକ୍ତିଙ୍କୁ କେବେ ବି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜୋତା ବା ଚପଲ ରଖି ଶୋଇବା କଥା ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ ଭୁଲ ହୋଇ ଥାଏ । ଜାହା ଫଳରେ ଘର ଏବଂ ପରିବାରରେ ବହୁତ ସମସ୍ୟା ବଢି ଥାଏ । ଏବଂ ଘରୁ ଲକ୍ଷ୍ମୀ ଛାଡି ଜାଇ ଥାନ୍ତୁି ସେହି ପରି ଦୁଇ ନମ୍ବରରେ କେବେ ସୋଇବା ସମୟରେ ନିଜର ତକିଆ ତଳେ ନିଜର ପର୍ସକୁ ରଖି ଶୋଇବା କଥା ନୁହେଁ ଏମିତି ହେଲେ ମାତା ଲକ୍ଷ୍ମୀଙ୍କ କୋପ ଆପଣ ମାନଙ୍କ ଉପରେ ପଡି ଥାଏ ଏମିତି ହେଲେ ଆପଣ ମାନଙ୍କ ଘରୁ ମାତା ଲକ୍ଷ୍ମୀ ବାହାରି ଜାଇ ଥାନ୍ତି । ଏହି କଥାର ଉଲ୍ଲେଖ ମଧ୍ୟ ରହିଛି ବାସ୍ତୁ ଶାସ୍ତ୍ରରେ

ସେହି ପରି ତିନିରେ ବାସ୍ତୁ ଶାସ୍ତ୍ର ରେ ଏହି କଥାର ବି ଉଲ୍ଲେଖ ରହିଛି କି ଶୋଇବା ସମୟରେ କେବେ ବି ସୁନା ବା ଚାନ୍ଦିର ବ୍ୟବହାର କରିବା କଥା ନୁହେଁ ବା କେବେ ବି ଆମକୁ ଏହି ସବୁ ଜିନିଷକୁ ନିଜର ମୁଣ୍ଡ ପାଖରେ ରଖି ଶୋଇବା କଥା ନୁହେଁ । ସେହି ପରି ଚାରି ରେ ଏହି କଥା ର ଉଲ୍ଳେଖ ରହିଛି କି ଶୋଇବା ସମୟ ରେ ମୁଣ୍ଡ ପାଖରେ କୈଣସି ବି ଧାତୁରେ ତିଆରି ଚାବି କି କୈଣଣସି ଅନ୍ୟ ପଦାର୍ଥ ଯେମିତି ଘଡୀ ଆଦି କୁ କେବେ ବି ରଖିବା କଥା ନୁହେଁ । ଏହା ଦ୍ୱାରା ଘରର ଆର୍ଥିକ ହାନୀ ହୋଇ ଥାଏ ।

ସାଧାରଣ ଭାବେ ଆପଣ ମାନେ ଏହି ସବୁ ଭୁଲ କୁ ସୋଇବା ସମୟ ରେ ନିଶ୍ଚିତ ଭାବେ କେବେ ନା କେବେ କରି ଦେଇ ଥାନ୍ତି ହେଲେ ଏମିତି କରିବା ଆପଣ ମାନଙ୍କ ପାଇଁ ପସ୍ତେଇବା ପାଇଁ ପଡି ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।