ନମସ୍କାର ବନ୍ଧୁଗଣ ତେବେ ଗ୍ରହ ମାନଙ୍କର ଚଳନରେ ବ୍ୟକ୍ତିର ଭବିଷ୍ୟତ ନିର୍ଭର କରିଥାଏ । ଗ୍ରହର ଚଳନ ଦ୍ୱାରା କୌଣସି ବ୍ୟକ୍ତିର ଭାଗ୍ୟ ସ୍ଥିର ହୋଇଥାଏ । ରାଶି ମାନଙ୍କର ଭାଗ୍ୟ ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରିଥାଏ । ଯଦି କୌଣସି ବ୍ୟକ୍ତିର ଗ୍ରହର ଚଳନରେ ସଠିକ୍ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ।

ନଚେତ୍ ଜଣେ ବ୍ୟକ୍ତି ଯେତେବି ପରିଶ୍ରମ କରୁ ନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତି ହୋଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ କି ଏହି ବର୍ଷ ମଧ୍ୟରେ ୧୨ ଗୋଟି ରାଶି ମଧ୍ୟରୁ ଏଭଳି ୫ ଗୋଟି ରାଶି ଅଛନ୍ତି ଯେଉଁ ମାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷିବା ପାଇଁ ଯାଉଅଛି ।
୧- ପ୍ରଥମରେ ହେଉଛି ଧନୁ ରାଶି । ତେବେ ଏହି ରାଶିର ଲୋକମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଜୀବନ ସାଥୀଙ୍କ ସହ ସମୟ ଅତିବାହିତ କରିବେ । ପାରିବାରିକ ସମସ୍ୟା ଦୂର ହେବାକୁ ଯାଉଛି । ଏମାନେ କୌଣସି କ୍ଷେତ୍ରରୁ ଧନ ପ୍ରାପ୍ତି କରିପାରନ୍ତି ।

୨- ଦ୍ୱିତୀୟ ରେ ହେଉଛି ମକର ରାଶି । ତେବେ ଏହି ରାଶିର ଲୋକମାନଙ୍କ ଭାଗ୍ୟରେ ଶୁଭ ସମୟ ଆଗମନ ହେବାକୁ ଯାଉଛି । ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାରୁ ବିଶେଷ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିବ ।
୩- ତୃତୀୟ ରେ ହେଉଛି ସିଂହ ରାଶି । ତେବେ ଏମାନଙ୍କ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଏହି ରାଶିର ଲୋକମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ।
୪- ଚତୁର୍ଥ ରେ ହେଉଛି କର୍କଟ ରାଶି । ତେବେ ଏହି ରାଶିର ବ୍ୟକ୍ତି ବିଶେଷ ଖୁବ୍ ଶୀଘ୍ର ମାଲାମାଲ୍ ହେବାକୁ ଯାଉଛନ୍ତି । ଏମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି କରିବେ ।

୫- ପଞ୍ଚମ ରେ ହେଉଛି ମୀନ ରାଶି । ତେବେ ଏହି ରାଶିର ଲୋକମାନଙ୍କର ଆର୍ଥିକ ଅବସ୍ଥା ସୁଦୃଢ଼ ହେବାକୁ ଲାଗିବ । ଧନ ସମ୍ପତ୍ତିରେ ପ୍ରଚୁର ଲାଭ ମିଳିବ । ବ୍ୟାପାରରେ ଉନ୍ନତି ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଁବ । ଆସନ୍ତା ସମୟରେ ଏହି ରାଶିର ଲୋକମାନଙ୍କର ଜୀବନରେ ଥିବା ଧନ ସମସ୍ୟା ସବୁ ଦୂର ହେବାକୁ ଲାଗିବ ।