ଶୁକ୍ରବାର ଦିନ ନିଜ ପର୍ସରେ ରଖି ଦିଅନ୍ତୁ ଏହି 4 ଟି ମଧ୍ୟରୁ ଯେ କୌଣସି 1 ଟି ଜିନିଷ, ମା’ ଲକ୍ଷ୍ମୀଙ୍କ କୃପାରୁ ଘରକୁ ଆସିଥାଏ ସୁଖ ସମୃଦ୍ଧି

ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ମାନେ ଜାଣିବା କି ମୋନି ପର୍ସରେ କେଉଁ ଜିନିଷ ରଖିଲେ କେଉଁ ଜିନିଷ ବୃଦ୍ଧି ହୋଇଥାଏ ଏବଂ କେଉଁ ଜିନିଷ ରଖିଲେ ଧନର ହାନୀ ହୋଇଥାଏ , ଆଜି ଆମେ କହିବୁ ନିଜର ପର୍ସରେ କେଉଁ ଜିନିଷ ରଖିଲେ ଆପଣ ମାନଙ୍କ ପର୍ଶ କେବେ ବି ଖାଲି ରହିବ ନାହିଁ । ଯେକୈଣସି ମହିଳା ଏବଂ ପୁରୁଷ ନିଜର ମୂଲ୍ୟ ବାନ ଜିନିଷକୁ ନିଜ ପାଖରେ ରଖି ଥାନ୍ତି ।

ହେଲେ କେବଳ କଠିନ ପରିଶ୍ରମ କରିଲେ ହିଁ ସୁଫଳ ନୁହେଁ ବରଂ ଗୋଟିଏ ଭଲ ଭାଗ୍ୟର ବି ବହୁତ ଜରୁରୀ ରହି ଥାଏ । ହେଲେ ଆମ ଏହା ସହିତ ଜ୍ୟୋତିଷ ଶାସ୍ତ୍ରରେ କୁହା ଜାଇ ଥିବା କିଛି କଥାର ପାଳନ କରି ଆପଣ ମାନେ ଆପଣ ମାନଙ୍କ ଭାଗ୍ୟକୁ ପରିବର୍ତନ କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ବିଷୟରେ ।

1. ପ୍ରଥମେ ହେଲା ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଫୋଟ । ମାତା ଲକ୍ଷ୍ମୀ ଧନ ସମନ୍ଧିୟ ସମସ୍ତ ସମସ୍ୟାର ସମାଧାନ କରି ଦେଇଥାନ୍ତି । ମାତା ଲକ୍ଷ୍ମୀଙ୍କ ଫୋଟ ଯଦି ଆପଣ ନିଜର ପର୍ସରେ ରଖନ୍ତି ତେବେ ତେବେ ଆପଣ ମାନଙ୍କୁ କେବେ ବି ଧନର ଅଭାବ ହେବ ନାହିଁ ।

2. ଓସ୍ତ ଗଛର ପତ୍ର । ଆମ ହିନ୍ଦୁ ଧର୍ମରେ ଓସ୍ତ ଗଛ ଏବଂ ତୁଳସୀ ଗଛକୁ ପୂଜନିୟ ମନାଯାଏ । ଶାସ୍ତ୍ରରେ ଏମାନଙ୍କର ଅତ୍ୟାଧିକ ମହତ୍ୱ ରହିଛି । ତଥା ଉଭୟ ଙ୍କର ଶାସ୍ତ୍ର ରେ ଶାସ୍ତ୍ରିୟ ମହତ୍ୱ ମଧ୍ୟ ରହିଅଛି । ଯେଉଁଥିରେ ଧନ ସହିତ ଯୋଡିତ ଉପାୟ ମଧ୍ୟ ରହିଅଛି । ବାସ୍ତୁ ଶାସ୍ତ୍ରରେ କୁହାଜାଇଛି କି ପର୍ସ ରେ ସବୁ ବେଳେ ଓସ୍ତ ଗଛ ର ପତ୍ର ରଖିବା ଆବଶ୍ୟକ ଅଟେ । ଏମିତି କଲେ ଆର୍ଥିକ ଲାଭ ହୁଏ ।

3. ଚାଉଳ ଆପଣ ମାନଙ୍କୁ ନିର୍ଜର ପର୍ସ ରେ ଗୋଟିଏ ଚୁଟକି ଚାଉଳ ରଖିବା ପାଇଁ ପଡିବ । ଏମିତି କରିଲେ ଆପଣ ମାନଙ୍କ ଧନ ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇ ନ ଥାଏ ।

4. ଲାଲୀ ରଙ୍ଗର କାଗଜ । ଏହା ଦ୍ୱାରା ଆପଣ ମାନଙ୍କ ମନସ୍କାମନା ପୂରଣ ହୁଏ । ଏହା ପାଇଁ ଆପଣ ମାନଙ୍କ ଲାଲି ରଙ୍ଗର କାଗଜ ଆବଶ୍ୟକ ଅଟେ । ଏଥିରେ ଆପଣ ନିଜର ଇଛା ଲେଖି ଏହାକୁ ରେଶମୀ ସୂତା ରେ ବାନ୍ଧି ଦିଅନ୍ତୁ । ଏହାପରେ ଏହାକୁ ନିଜ ପର୍ସ ରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ଵାରା ନିଶ୍ଚିତ ଭାବରେ ଆପଣଙ୍କ ଇଛା ପୂରଣ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।