ରାଜସ୍ୱ ନୀରିକ୍ଷକ ପିଅନ ହତ୍ୟା ମାମଲା: ମା’ ସହ ତିନି ପୁଅଙ୍କୁ ଆଜୀବନ ଜେଲ

ଧର୍ମଗଡ: ମା ସହ ୩ ପୁଅଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ୨୦୧୮ରେ ବହୁଚର୍ଚ୍ଚିତ ଜୁନାଗଡ଼ ଆଟିଆ ଗାଁ ହତ୍ୟା ମାମଲାରେ କାରା ଦଣ୍ଡାଦେଶ ହୋଇଛି । ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଆଟିଗାଁ ଆରଆଇ ଅଫିସ ଠିକା ପିଅନଙ୍କୁ ହତ୍ୟା ମାମଲାରେ ରାୟ । ସରକାରୀ ଜମିରେ ଘର ନିର୍ମାଣକୁ ବିରୋଧ କରିବାରୁ ଏହିଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା । ପିଅନ ଛାୟାକାନ୍ତ ଦଣ୍ଡସେନାଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିଲେ । ୪ ହତ୍ୟାକାରି ମା କୁଚିତା ଦଣ୍ଡସେନା, ପୁଅ ରାଧୁ, ପୀତ ଓ ଯଦୁ ।