‘ମୋ’ ବସ୍‌ରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ଡ୍ରାଇଭର

ରାଉରକେଲା:ରାଉରକେଲାରେ ଜଳିଗଲା ‘ମୋ ବସ୍’ । ବେଦବ୍ୟାସ ଯାଉଥିବା ବେଳେ TCI ଛକରେ ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ବସ କର୍ମଚାରୀ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି ।