ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ

ଭଞ୍ଜନଗର,୧୭/୦୫ : ଭଞ୍ଜନଗର ସହର ମାଲସାହିରେ ଘର କାମ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣଙ୍କ ମୃତ୍ୟୁ।ମୃତକ ଜଣକ ବୁଗୁଡା ଥାନା ଅଧିନ କାନକୁଟୁରୁ ଗ୍ରାମର ନିରଞ୍ଜନ ଗୌଡ(୬୨)।ଭଞ୍ଜନଗର ମାଲସାହିରେ ନିଜର ଘର କାମ କରୁଥିବା ସମୟରେ ବିଦ୍ୟୂତ ତାର ସଂଷ୍ପର୍ସରେ ଆସି ଗୁରୁତର ହୋଇପଡିଥିଲେ।ପରିବାର ଲୋକ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି

ରିପୋର୍ଟ – ଜଗନ୍ନାଥ ସାହୁ