ଓୟୁଏଟିର କୁଳପତି ପ୍ରଫେସର ଦେବି ପ୍ରସାଦ ରାୟଙ୍କ ପରଲୋକ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦେବି ପ୍ରସାଦ ରାୟଙ୍କର ଦେହାନ୍ତ ହୋଇଛି । ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବରୁ ଶ୍ରୀ ରାୟ ଓୟୁଏଟିର କୁଳପତି ଦାୟିତ୍ୱରେ ରହିଥିବା ବେଳେ ମୃତ୍ୟୁ ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି ର କୁଳାଧିପତି ଭାବେ କାର୍ଯ୍ୟ କରୁଥିଲେ |