ଆସିକା ବିଜୁ ଜନତା ଦଳ କାର୍ଯ୍ୟଳୟ ଠାରେ ଆସିକା ସଂସଦୀୟ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କ ଆସିକା ବିଧାନସଭା ମଣ୍ଡଳୀ ର ଦଳୀୟ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ ଙ୍କ ଅଧକ୍ଷତା ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପର୍ଯ୍ୟବେକ୍ଷକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ବ୍ଲକ ଉପାଧକ୍ଷା ରେଶମା ଦୋରା, ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଦିଲୀପ ପାଣିଗ୍ରାହୀ,ନନ୍ଦ ବିଶୋଇ,ଆସିକା ସମବାୟ ବ୍ୟାଙ୍କ ର ସଭାପତି ମଙ୍ଗୁଳୁଧର ସାହୁ,ନିର୍ଦେଶକ ପ୍ରମୋଦ ସ୍ୱାଇଁ, ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚି, ଉତ୍କଳଆୟୁ୍ବେଦିକ ଫlର୍ମାସୀ ନିର୍ଦେଶକ ଜିତୁ ବିଷୋୟୀ, ସନ୍ତୋଷ ପୋଲାଈ, ସରପଞ୍ଚ ଜୟସେନ ଜେନା,ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦିକା ରଶ୍ମିତା ସେନାପତି କାଳଷଣ୍ଢପୁର ଏବଂ ହରିଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରା,ବିଜେଡି ନେତା ଟୁଲୁ ଜେନା,ବିଜୟ ନାହାକ, ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା ,ପତାଶପଧାନ, ସାଇରାଜା ଦଳାଇଏବଂ ବିଜେଡି ବ୍ଲକ ସଭାପତି ରାଜେଶ ପଟନାୟକ ପ୍ରମୁଖ ସଂଯୋଜନା କରିଥିଲେ l
ଆସିକା ସାଂସଦୀୟ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ଉପସ୍ଥିତ ରେ ପାଇକଜମୁନା ର ବିଜେଡି ନେତା ଜଗନ୍ନାଥ ବିଷୋୟୀ କୁ ଦଳରେ ମିଶ୍ରଣ କରାଯାଇଥିଲା l ଏଥି ସହିତ ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ ପରିଡା କୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମନ୍ୱୟକାରୀ (କୋଡୀନେଟର )ଭାବେ ନିଯୁକ୍ତି ଦିଆଯାଇଛି l ଏହି କାର୍ଯ୍ୟକ୍ରମ ରେ ବହୁ ବିଜୁ ଜନତା ଦଳର ତୁଙ୍ଗନେତା ଯୋଗ ଦେଇଥିଲେ l