କମ୍ପିବ ପ୍ରଚାର ମଇଦାନ ;କାଲି ଜୟଶଙ୍କର, ୫ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଆସନ୍ତାକାଲି ଓଡିଶା ଆସିବେ ବୈଦେଶିକ ମନ୍ତ୍ରା ଏସ୍‌.ଜୟଶଙ୍କର । ୪ ଓ ୫ ଦୁଇଦିନ ରହିବେ ଓ ଭୁବନେଶ୍ୱର, କଟକ, ସମ୍ବଲପୁରରେ କାର୍ଯ୍ୟକ୍ରମ ରହିଛି । ୫ ତାରିଖ ଅପରାହ୍ନରେ ଆସିବେ ବିଜେଡି ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରର ପ୍ରମୁଖ ନେତା ମାନଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଛି । କଟକରେ ମଧ୍ୟ ନଡ୍ଡା କାର୍ଯ୍ୟକ୍ରମ ରହିଥିବା କହିଲେ ଗୋଲକ ମହାପାତ୍ର ।

Back to top button