Browsing Category

ରାଜ୍ୟ

Get the latest and breaking news on Odisha. Get the latest updates on politics, events, entertainment, food, sports, Odisha news and weather from Bharathalchal News.

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ପ୍ରସଙ୍ଗ : ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦୁଆର ଖୋଲାଯିବା ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଚାରି ଦୁଆର ଖୋଲିବା ନେଇ ଦାବି କରି ଏହି ଡାକରା ଦିଆଯାଇଛି । ଚାରି ଦୁଆର ଖୋଲା ନ ହେବା ହେତୁ ଦର୍ଶନ ସଠିକ୍ ଭାବରେ ହୋଇପାରୁ ନାହିଁ । ଏହା ଲକ୍ଷ ଲକ୍ଷ…

ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱଚ୍ଛତା ଅଭିଯାନ

ବାଲୁଗାଁ,20/09: ସ୍ୱଚ୍ଛତା ଅଭିଯାନ 2023 ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ସ୍ୱଛତା ଅଭିଯାନକୁ ସାଫଲ୍ୟ କରିବା ପାଇଁ ସି. ଏଚ. ସି. ବାଲୁଗାଁ ର ବି. ପି. ଏମ. ଆରତୀ ଦାଶ ଙ୍କ ପ୍ରୟାସରେ ଅଭିଯାନ ତ୍ୱରାନ୍ୱିତ ହୋଇଥିଲା l ତେବେ ଚିଲିକା…

ଆଜି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ : ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଟ୍ରେନ୍

ଆଜି ପୁରୀ-ରାଉରକେଲାରେ ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍ ହୋଇଛି । ଆଜି ସକାଳ ୫ଟାରୁ ପୁରୀରୁ ବାହାରିଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଏହା ଦିନ ୧୨ଟା ୪୫ ମଧ୍ୟ୍ୟରେ ରାଉରକେଲାରେ ପହଞ୍ଚିବ । ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ ମିନିଟରେ ପୁରୀରେ ପହଞ୍ଚିବ…

ସୃଷ୍ଟି ହେଲା ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏହି ସବୁ ଜିଲ୍ଲାକୁ ଆଲର୍ଟ

ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଏଥି ଯୋଗୁ ଆଗାମୀ ୩ ଦିନ ଯାଏ ରାଜ୍ୟରେ ଅନେକ…

ଆଜି ନୂଆଖାଇ: ପିଠାପଣାରେ ମହକୁଛି ପଶ୍ଚିମ ଓଡିଶାର ପ୍ରତି ଘର

ଆଜି ହେଉଛି ନୂଆଁଖାଇ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ଏହି ପର୍ବ ପାଳନ କରାଯାଏ । ଓଡ଼ିଶାରେ ସାଧାରଣତଃ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଓଡ଼ିଶାରେ ବିଭିନ୍ନ ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ସବୁ ପର୍ବକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ସେହିପରି ଆଜି ହେଉଛି…

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଶେରଗଡ଼ ବ୍ଲକ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନରେନ୍ଦ୍ରପୁର ଗ୍ରାମର ବାଞ୍ଚା ପ୍ରଧାନଙ୍କ ପୁଅ ଟୁଲୁ ପ୍ରଧାନ( ୩୦) ଆଜି ଅପରାହ୍ନରେ ବିଲକୁ କୌଣସି କାମରେ ଘରୁ ବାହାରିଥିଲେ । ନିଜ ବିଲରେ କାମ କରୁଥିବା ସମୟରେ…

ଆସିକା ବିଧାୟିକାଙ୍କ ଦ୍ୱାରା ମିଶନ ଶକ୍ତି କାଫେ ଉଦଘାଟିତ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଉପରେ ଗୁରୁତ୍ବ

ଆସିକା - ଆସିକା ବ୍ଲକ ନିକଟରେ ଥିବା ପୁରାତନ ସିଡିପିଓ କାର୍ଯ୍ୟାଳୟ ରେ ନିର୍ମିତ ହୋଇଥିବା ମିଶନ ଶକ୍ତି କାଫେକୁ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଛନ୍ତି l ଏହିଉଦଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା…

ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା - ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ରଥକୁ ଆସିକା ରେ ବିଭିନ୍ନ ସଙ୍ଘଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି l ଗୁରୁ ଦିବସରୁ ଆରମ୍ଭ ହୋଇଥିବା ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ରଥ ଆସାମ, ପଶ୍ଚିମବଙ୍ଗ ପରେ ଓଡିଶାର ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ପହଞ୍ଚିଥିଲା l…

ଗାଁରୁ ସହର ବିଭିନ୍ନ ସ୍ଥାନରେ ବହୁ ଆଡମ୍ବର ସହ ପାଳିତ ହେଲା ଗଜାନନଙ୍କ ପୂଜା

ଆସିକା ୨୦/୦୯- ଆସିକା ସହର ବିଭିନ୍ନ ଅନୁଷ୍ଠାନ ତଥା ସାହି ଗଳିରେ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି ଗଣେଶ ଚତୁର୍ଥୀ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ସହ ପାଳିତ ହୋଇଛି ଗଣେଶ ପୂଜା l ସକାଳୁ କଳସ ଯାତ୍ରା କରି ଵିଧିବଧ ଭାବେ ଗଣେଶ ଙ୍କ ଆବାହନ କରି ହୋମ ଯଜ୍ଞ ଆରମ୍ଭ…

ମକରାପଲ୍ଲୀ ଗ୍ରାମବାସୀ ସ୍ବପ୍ନ ପୂରଣ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ମକରାପଲ୍ଲୀ ଗ୍ରାମରେ ମା ମହାମାୟୀ ଙ୍କ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉକି ମକରା ପଲ୍ଲୀ ଗ୍ରାମ ରେ ମହାମାୟୀ ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ…