ପଦ୍ମ ଧରିଲେ ଅରିନ୍ଦମ; ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଲେ

ବିଜେପିରେ ଯୋଗଦେଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶେବର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଲେ ଅରିନ୍ଦମ । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ହେଲେ ସାମିଲ । କିଛି ସମୟ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଅରିନ୍ଦମ । ଦଳର ସାଧାରଣ ସଂପାଦକ ସହ ପ୍ରାଥମିକ ସଦସ୍ୟ ପଦ ବି ଛାଡିଥିଲେ ଅରିନ୍ଦମ । ଦଳରେ ଅଣଦେଖା ଅଭିଯୋଗ କରି ବିଜେଡିକୁ ଛାଡିଥିଲେ ।

Back to top button