ଆଜିର ରାଶିଫଳ, 26 ଫେବୃୟାରୀ 2024, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ମେଷ ରାଶି : ଆଜି ସାର୍ବ ଜୈନିକ ରୂପରେ ମାନ ହାନି ହୋଇପାରେ । ଏହାର ଧ୍ୟାନ ରଖନ୍ତୁ । ଧନ ଖର୍ଚ୍ଚ ହୋଇପାରେ । ସାମାଜିକ କ୍ଷେତ୍ର ସହ ଜଡିତ ଲୋକଙ୍କୁ ବଡ ସଫଳତା ମିଳିପାରେ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ ଯାହା ଦ୍ଵାରା ଆପଣଙ୍କର ଛବି ଖରାପ ହୋଇପାରେ । ବରିଷ୍ଠ ବା ସହ କର୍ମୀଙ୍କ ସହ କୌଣସି ପ୍ରାକାରର ତର୍କ ବା ସଂଘର୍ଷ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଆର୍ଥିକ ରୂପରେ ସବୁ ଠିକ ରହିବ । ଶତ୍ରୁ ନତ ମସ୍ତକ ହେବେ ।

ବୃଷ ରାଶି : ସନ୍ତାନ ପକ୍ଷଙ୍କ ଠାରୁ ଆପଣଙ୍କୁ ସାହାଜ୍ଯ ମିଳିପାରେ । ଯାହା ଆପଣଙ୍କ ଖୁସି କାରଣ ହେବ । ଆଜି ଆପଣଙ୍କର ସ୍ତରୁ କିଛି ବି କ୍ଷତି କରିବେ ନାହି । ସୋସିଆଲ ମିଡିଆରେ ଜଡିତ ଲୋକଙ୍କୁ ବଡ ସଫଳତା ମିଳିପାରେ । ଯିଏ ଆପଣଙ୍କ ଜୀବନ ପାଇଁ ସହାୟକ ନୁହେଁ ସେ ଆପଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି । ଆତ୍ମନିର୍ଭରତା ଆଡକୁ ପଦକ୍ଷେପ ନିଅନ୍ତୁ । ଯୋଜନା ଫଳପ୍ରଦ ହେବ । ବିଜେନ୍ସ କରୁଥିବା ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ମେହନତ କରିବାକୁ ପଡିବ ।

ମିଥୁନ ରାଶି : ବୈବାହିକ ଜୀବନ ସୁଖ ଅନୁଭୂତ ହେବ । ଆଜି ଆପଣଙ୍କ ଆଗରେ ଭଲ ଅବସର ଆସିପାରେ । ବ୍ୟସ୍ତତା କାରଣରୁ ନିଜର ଧ୍ୟାନ ରଖି ପାରିବେ ନାହି । ଗୁରୁ ଙ୍କ ମାର୍ଗ ଦର୍ଶନ ରେ ଚାଲିଲେ ସଫଳତା ପାଇବେ । ବିଦେଶୀ କମ୍ପାଇ ରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । ଇଜ କାମ ଉପରେ ଧ୍ୟାନ ଦେବାର ଜରୁରତ ଅଛି । ଆପଣଙ୍କୁ ଆପଣଙ୍କର ହଜି ଯାଇଥିବା ସଚ୍ଚା ପ୍ରେମ ମିଳିପାରେ । ମାତା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ ।

କର୍କଟ ରାଶି : ସାମାଜିକ ସ୍ତରରେ ଆପଣଙ୍କ ସମ୍ମାନ ବଢିବ । ପ୍ରେମ ଓ ସମ୍ପର୍କ ପାଇଁ ଆସୁଥିବା ସମୟ ବହୁତ ଶୁଭ ରହିବ । ଟ୍ୟାକ୍ସ ସମ୍ବଧିତ ଜିନିଷ ଉପରେ ସତର୍କ ରୁହନ୍ତୁ । ନଚେତ ଅର୍ଥ ଦଣ୍ଡ ମିଳିପାରେ । ଅଧିକ କ୍ରୋହା କରିବାକୁ ବଞ୍ଚିତ ରୁହନ୍ତୁ । ଶତ୍ରୁ ଯେତେ ଚେଷ୍ଟା କରିଲେ ବି ଆପଣଙ୍କର କିଛି ବି ବିଗାଡି ପାରିବେ ନାହି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଅପରିବାର ସହ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଯାହା ଦ୍ଵାରା ଆପଣଙ୍କୁ ପରିବାରର ସହଯୋଗ ମିଳିବ ।

ସିଂହ ରାଶି : ଆଜି ଆପଣଙ୍କୁ ସବୁ ପ୍ରକାରର ଦୁଖରୁ ରିହାତି ମିଳିବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ପାରିବାରିବା ବିବାଦର ସମାଧାନ ହେବ । ଯାହା ଦ୍ଵାରା ଆପଣ ପ୍ରସନ୍ନତା ଅନୁବାବ କରିବେ । ଧାର୍ମିକ ଯାତ୍ରାର ପ୍ଲାନିଙ୍ଗ କରିବେ । ଯଦି ଆପଣ ଜିନରେ ନିସ୍ପତି ନେବାକୁ ଚାହୁଁ ଛନ୍ତି ତେବେ ମନରୁ ଭାବନ୍ତୁ । ଆଜି ଖର୍ଚ୍ଚ ଅଧିକ ହୋଇପାରେ । ଆଖ ପାଖର ଲୋକଙ୍କ ସହ ବିବାଦରେ ପଡନ୍ତୁ ନାହି । ଆଜି ଅନୈତିକ କାମରୁ ବଞ୍ଚୁତ ରୁହନ୍ତୁ ।

କନ୍ୟା ରାଶି : ଯୁବ ବର୍ଗ ବନ୍ଧୁଙ୍କ ସହ ସାମଞ୍ଜସ୍ଯ ବଜାୟ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସମସ୍ଯା ହୋଇପାରେ । ପରିବାରରେ ସମସ୍ତଙ୍କର ସହାୟତା ମିଳିବ । ବନ୍ଧୁ ଙ୍କ ସହ ବୃଦ୍ଧି ପାଇପାରେ । ଯଦି ଆପଣଙ୍କୁ ଅତୀତରେ କେହି ଧୋକା ଦେଇଛନ୍ତି ତେବେ ତାଙ୍କ ଉପରେ ଆଉ ଭରସା କରନ୍ତୁ ନାହି । ଅବହେଳା କାରଣରୁ କ୍ଷତି ହୋଇପାରେ । ପରିଜନଙ୍କ ସହ ଭେଟ ହୋଇପାରେ । ଆଜି ଦିନରେ କେବଳ ପାରିବାରିକ ଦ୍ରୁଷ୍ଟିରେ ନୁହେଁ ବରଂ ବିତ୍ତୀୟ ମାମଲା ମଧ୍ୟ ଉତ୍ତମ ରହିବ ।

ତୁଳା ରାଶି : ଜୀବନ ସାଥିଙ୍କ ସହ ଆପଣଙ୍କର ଭାବନାତ୍ମକ ଲଗନ ରହିବ । ପରସ୍ପର ସହ ଆଜି ଆପଣ ପର୍ଯ୍ୟାପ୍ତ ସମୟ ବିତାଇବେ । ଭବିଷ୍ଯତର ଯୋଜନା ଉପରେ ଆପଣଙ୍କ ଚର୍ଚ୍ଚା ହୋଇପାରେ । କାହକୁ ନିଜର ବ୍ଯକ୍ତିଗତ କଥା କୁହନ୍ତୁ ନାହି । କୌଣସି ବଡ କାମ କରିବାରୁ ବଞ୍ଚୁତ ରୁହନ୍ତୁ । ଆଜି ଆପଣ ନିଜ କାମକୁ ଯଥା ସମ୍ଭବ ପୁରା କରିବେ । କାମ ର ସାମଞ୍ଜସ୍ଯ ଆପଣଙ୍କ ଦୁଖର ନିବାରଣ କରିବାରେ ସାହାଜ୍ଯ କରିବ । ପଇସା କାରୋବାର କରୁଥିଲେ ଆପଣଙ୍କୁ ବଞ୍ଚିତ ରହିବାକୁ ହେବ ।

ବିଛା ରାଶି : ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଆଜି ଆପଣଙ୍କୁ କେହି ପ୍ରଶଂସା କରିବେ । ସାମାଜିକ କାର୍ଯ୍ୟ ରେ ପ୍ରତିଷ୍ଠା ବଢିବ । ପରିଜନଙ୍କ ସହ ଆନନ୍ଦ ଓ ଉଲ୍ଲାସ ରେ ସମୟ ବିତାଇବେ । ଆଜି ଦିନ ରେ ଆପଣଙ୍କ ପାଇଁ ସଫଳତା ଓ ପ୍ରସନ୍ନତା ରହିବାର ଅଛି । ଭାବନାତ୍ମକ ଦ୍ରୁଷ୍ଟିରୁ ଆଜି ଦିନ ଟି ଊର୍ଜାରେ ଭାରି ରହିବ । ଘରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । କ୍ରୋଧ ଠାରୁ ବଞ୍ଚିତ ରୁହନ୍ତୁ ।

ଧନୁ ରାଶି : ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ଭଲ ରହିବ । ନିଜର ବନ୍ଧୁ ଓ ଭାଇ ଭଣି ଙ୍କ ସହ ଆପଣ ମହତ୍ଵ ପୂର୍ଣ୍ଣ କାମ ପୁରା କରିବେ । ନେତୃତ୍ଵ କ୍ଷମତା ରେ ବୃଦ୍ଧି ହେବ । କିଛି ନୂଆ କରିବାର ବିଚାର କରିବେ । ବନ୍ଧୁଙ୍କ ସହ ତାଳମେଳ ବଜାୟ ରଖନ୍ତୁ । ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ମିଳିପାରେ । ଭାଗ୍ୟ ଚମକିବା କାରଣରୁ ଏମାନଙ୍କର ଅଟକିଥିବା କାର୍ଯ୍ୟ ଖୁବ ଜଲ୍ଦି ଆରମ୍ଭ ହେବ ।

ମକର ରାଶି : ଯେଉଁ ମାନେ ଅବିବାହିତ ରହିଛନ୍ତି ସେମାନଙ୍କର ବିବାହର ଯୋଗ ବହୁତ ଜଲ୍ଦି ବଣୁଅଛି । ଚାକିରି କ୍ଷେତ୍ରରେ ଏମାନଙ୍କୁ ପଦୋନ୍ନତି ପ୍ରାପ୍ତ ହେବାର ସୂଚନା ଆସୁଛି । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଚାଲୁଥିବା ସମସ୍ଯା ଓ କଷ୍ଟ ଏବେ ଦୂର ହେବାକୁ ଯାଉଛି । ନୂଆ ନୂଆ ଆୟ କରିବାର ବାଟ ଏମାନଙ୍କ ପାଇଁ ଖୋଲିଯିବ । ବ୍ୟାପାର ବାଣିଜ୍ୟ, କାରୋବାର ଆଗକୁ ଆଗକୁ ମାଡି ଚାଲିବ । ଆଗାମୀ ପରୀକ୍ଷା ରେ ବିଦ୍ୟାର୍ଥୀ ଅଫଳତା ହାସଲ କରିବେ ।

କୁମ୍ଭ ରାଶି : ପୁର୍ବରୁ ଯେଉଁ ସବୁ ଦୁଖ କଷ୍ଟ ସହୁଥିଲେ ତାହା ଦୂର ହୋଇଯିବ । ଏହି ରାଶିର ଲୋକ ମାନଙ୍କୁ ଧନ ସମ୍ବଧରେ ଭଲ ଲାଭ ମିଳିଯିବ । ଆକସ୍ମିକ ଧନ ଲାଭ ହୋଇପାରେ । ଭୂମି ମଧ୍ୟ କ୍ରୟ କରି ପାରନ୍ତି । ନୂତନ ଗୃହ ଆଦି ନିର୍ମାଣ କରି ପାରନ୍ତି । ଏମାନଙ୍କୁ ହଠାତ ଗୁପ୍ତ ଧନ ମିଳିବାର ସମ୍ଭବନା ରହିଛି । ପରିବାରରେ ଖୁସି ଆସିବାକୁ ଯାଉଛି । ପ୍ରତେକ ସ୍ଥିତିରେ ପରିବାରର ସଦସ୍ୟ ଆପଣଙ୍କ ସହ ରହିବେ ।

ମୀନ ରାଶି : ଦାଂପତ୍ଯ ଜୀବନ ସୁଖମୟ ହେବ । ଗୃହକୁ କୌଣସି ନୂଆ ଅତିଥି ବା ଶିଶୁଙ୍କ ଆଗମନ ହୋଇପାରେ । ରୁଣ ଜନିତ ସମସ୍ଯା ଦେଇ ଗତି କରୁଥିଲେ ସେଥିରୁ ମୁକ୍ତି ପାଇବେ । ମିତ୍ର ମାନଙ୍କ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି । କୌଣସି ବଡ ଧରଣର ଲାଭ ହେବାର ସମ୍ଭାବନା ରହିଛି । ଏପରିକି ଆପଣ କୌଣସି କ୍ଷେତ୍ରରେ ଅଚାନକ ଧନ ପ୍ରାପ୍ତି କରିପାରନ୍ତି । ଆପଣଙ୍କର କିଛି ଯୋଜନା ହେବାର ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *

Back to top button