ଆଜିର ରାଶିଫଳ, 09 ଫେବୃୟାରୀ 2024, ଶୁକ୍ରବାର, ମା ଦୁର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ମେଷ ରାଶି : ଏହି ରାଶିର ଲୋକ ମାନଙ୍କୁ ମାତା ପିତାଙ୍କ ସହ ଯୋଗ ମିଳିବ । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ । ବ୍ୟବସାୟରେ ଭଲ ଲଭ ହେବା ସହ ଅଧିକ ଉନ୍ନତି ହେବାର ସମ୍ଭାବନା ରହିଛି । ସମାଜରେ ଆପଣଙ୍କର ମାନ ସମାନ ବଢିବ । ସନ୍ତାନ ମାନଙ୍କ ତରଫରୁ କୌଣସି ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସାହାଜ୍ଯ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ବୃଷ ରାଶି : ଆପଣଙ୍କ ଘର ପରିବାରର ମାଙ୍ଗଳିକ କାର୍ଯ୍ୟରେ ନିଜକୁ ଯୋଗ ଦେଇ ଆନନ୍ଦ ଅନିଭବ କରିବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ଅଫିସରେ ନିଜ ସହ କର୍ମୀ ଓ ବରିଷ୍ଠ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବାକୁ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । କୌଣସି ଠକ ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । କୌଣସି ନୂଆ ମିତ୍ରଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ କୌଣସି ଗୃହ କାର୍ଯ୍ୟରେ ନିଜକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବେ । ମହିଳା ମାନେ ମାଙ୍ଗଳିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଆପଣ କୌଣସି କାନୁନି ମାମଲାକୁ ନେଇ ମାନସିକ ଚିନ୍ତାରେ ରହିବେ । ବ୍ୟବସାୟରେ ଭଲ ଲାଭ ହେବ ସହ ଅଧିକ ଉନ୍ନତି ମଧ୍ୟ ହେବ । ଯେଉଁ ମାନେ ଆପଣଙ୍କ ଉପରେ ଭରସା କରନ୍ତି ସେମାନଙ୍କର ସାହାଜ୍ଯ କରନ୍ତୁ । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ ।

କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କୁ ମାତା ପିତାଙ୍କ ସହ ଯୋଗ ମିଳିବ । ଯାହା ଫଳରେ ଜୀବନ କର୍ମ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବ୍ୟବସାୟକୁ ନେଇ ଆପଣ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବୃଦ୍ଧି ହେବ ।

ସିଂହ ରାଶି : ଜୀବନସାଥୀଙ୍କ ମଧ୍ୟରେ ମାମୂଲୀ କାରଣରୁ ମନମାଳିନ୍ୟ ହୋଇପାରେ। ସାଂସାରିକ ବିଷୟଗୁଡ଼ିକ ବିଷୟରେ ଭାବି ଚିନ୍ତିତ ହୋଇପାରନ୍ତି। ଭାଗିଦାରୀ ସହିତ ମତଭେଦ ହୋଇପାରେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆନନ୍ଦଦାୟକ ରହିବ। ମାତାଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତା ହୋଇପାରେ। ଯାତ୍ରା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଛାତିରେ ଅସୁବିଧା ହୋଇପାରେ। ଜମି ସମ୍ବନ୍ଧୀତ ମାମଲାରେ ସାବଧାନୀପୂର୍ବକ ବ୍ୟବହାର କରନ୍ତୁ। ବିଦ୍ୟାର୍ଥିମାନଙ୍କ ମନ ପାଠପଢ଼ାରେ ଲାଗିବ।

କନ୍ୟା ରାଶି : ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ। ଘରେ ସୁଖ-ଶାନ୍ତିର ମାହୌଲ ରହିବାରୁ ପ୍ରସନ୍ନତା ଅନୁଭବ କରିବେ। ଆର୍ଥିକ ଲାଭ ଏବଂ କାମରେ ସଫଳତା ମିଳିବ। ଚାକିରିରେ ଲାଭ ମିଳିବ। ସହକର୍ମିମାନଙ୍କର ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ। ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତିତ ହୋଇପାରନ୍ତି। ବୌଦ୍ଧିକ ଚର୍ଚ୍ଚା ତଥା କଥାବାର୍ତ୍ତାରେ ଭାଗ ନିଅନ୍ତୁ ନାହିଁ। ପ୍ରଣୟ ପ୍ରକରଣରେ ସଫଳତା ମିଳିବ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ହେବ। ଶେୟାର-ସଟ୍ଟାରେ ସାବଧାନ ରହିବେ। ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।

ତୁଳା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ନିଜକୁ ଆନନ୍ଦ ଅନୁଭବ କରିବେ । ଦାଂପତ୍ଯ ଜୀବନରେ ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଯାହା ଫଳରେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସମର୍ଥନ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ସନ୍ତାନ ମାନଙ୍କ ପକ୍ଷରୁ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ ।

ବିଛା ରାଶି : ଆଜି ଆପଣଙ୍କ ଘର ପରିବାରରେ ଶାନ୍ତିର ବାତାବରଣ ରହିବ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମ୍ବାଦ ଶୁଣିବାକୁ ପାଇ ପାରନ୍ତି । ଶିକ୍ଷକ ମାନେ ନୂଆ ପଦ ପାଇବାର ଆଶଙ୍କା ରହିଛି । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । ମହିଳା ମାନେ ନିଜକୁ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରଖିବେ । ସେଥି ପାଇଁ ଆପଣ ନିଜକୁ ଆନନ୍ଦ ଅନୁଭବ କରିବେ ।

ଧନୁ ରାଶି : ଯେଉଁ ମାନେ ଚାକିରି କ୍ଷେତରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଦିନଟି ଭଲ ରହିବ । କୌଣସି ନୂଆ ପଦ ପାଇବାର ଯୋଗ ରହିଛି । ପରିବାର ଲୋକଙ୍କ ସହ ଚାଲିଥିବା ମତଭେଦର ଅନ୍ତ ହେବ । ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଜଡିତ ଲୋକ ମାନଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଯେଉଁ ମାନେ କୌଣସି ଠକ ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କୁ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । ଯାହା ଫଳରେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । କୌଣସି ଅନୁଭବ ବ୍ୟକ୍ତିଙ୍କର ସାକ୍ଷାତ ଆପଣଙ୍କୁ ମିଳିପାରେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କୁ କୌଣସି ବ୍ୟକ୍ତିଙ୍କ ଠାରୁ ନୂଆ ଉପହାର ମିଳିପାରେ । ଆପଣ ନିଜ ପାଇଁ କିଛି ସମୟ ବାହାର କରିବାକୁ ଚେଷ୍ଟା କରନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବଢିବ । କୌଣସି କ୍ଷେତ୍ରରରୁ ଧନ ଲାଭର ଯୋଗ ରହିଛି । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଆପଣ ଯୋଗ ଦେବେ । ଯାହା ଫଳରେ ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।

ମୀନ ରାଶି : ଏହି ରାଶିର ଲୋକ ମାନେ ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା ଜାରି ରଖନ୍ତୁ । ଚାକିରି କରିଥିବା ବ୍ୟକ୍ତିଙ୍କୁ ନୂଆ ଅବସର ମିଳିପାରେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିବ । ଯାହା ଫଳରେ ଆପଣକ ବୈବାହିକ ଜୀବନ ସୁଖମୟ ହେବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *

Back to top button